ପୁରୀ(ଆମ ଓଡ଼ିଶା ଖବର )ପୁରୀ ଶ୍ରୀମନ୍ଦିର ଉତ୍ତରଦ୍ଵାର ବଣୁଆ ଗଳିରେ ବେଆଇନ୍ ଭାବେ କୋରେକ୍ସ ବିକ୍ରି କରୁଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ଚଢ଼ାଉ କରି ୫୦ ବର୍ଷିୟ ରାଜକିଶୋର ପୃଷ୍ଟିଙ୍କୁ ଗିରଫ କରିଥିଲା। ଏନେଇ ଟାଉନ ଥାନାରେ ୧୩୩/୨୦୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ନିକଟରୁ ୬୧ଟି ବୋତଲ କଫ ସିରଫ ସହ ନଗଦ ୪୨୦ ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
୬୧ ବୋତଲ କଫ ସିରଫ୍ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ l


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.