କଳାହାଣ୍ଡି ଜିଲ୍ଲା ୦୯/୧୧(ଆମ ଓଡିଶା ଖବର )କୋକସରା ବ୍ଲକ ଅନ୍ତରଗତ କାଶୀବାହାଲ ପଞ୍ଚାୟତର ଚଞ୍ଚରା ପଡା ଠାରେ ଭାଲୁର ଆତଙ୍କ ଦେଖିବାକୁ ମିଳିଛି।ଭାଲୁ ଆତଙ୍କରେ ଭୟଭୀତ ହୋଇ ପଡିଛନ୍ତି ନିଜକୁ ଅସୁରକ୍ଷିତ ମନେ କରନ୍ତି ଜନସାଧାରଣଲୋକେ କାଶୀବାହାଲ ଚଞ୍ଚରାପଡ଼ା ଠାରୁ ଜୟପାଟଣା ବ୍ଲକ ଗୁନଗୁନିଆ ରାସ୍ତାରେ ଭାଲୁର ଆତଙ୍କ ସବୁବେଳେ ଦେଖିବାକୁ ମିଳୁଛି।ଏହି ରାସ୍ତାରେ ଲୋକ ମାନେ ସବୁବେଳେଅନେକ ବିଭିନ୍ନ କାର୍ଯ୍ୟରେ ଯାତାୟାତ କରୁଛନ୍ତି କିନ୍ତୁ ଭାଲୁର ଆତଙ୍କରେ ଲୋକ ଭୟଭୀତ ହୋଇ ପଡିଛନ୍ତି ରାସ୍ତାରେ ଯିବା ଆସିବା ପାଇଁ ଅସୁରକ୍ଷିତ ମନେ କରନ୍ତି ଏନେଇ ବନ ଭିବାଗ ଶୀଘ୍ର ଭାଲୁକୁ ଆୟତକରି ବା ପାଇଁ ଜନସାଧାରଣ ଦାବି କରିଛନ୍ତି।
ରିପୋଟର -ପ୍ରସନ୍ନ କୁମାର ନାଏକ


More Stories
ଯୁଜରାଙ୍ଗ ଠାରେ ଡ଼ଃ ଆମ୍ବେଦକର ଆସୋସିସନ ତରଫରୁ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ।
ଯାଦବ ସମ୍ବିଧାନ ମାନସ ମନ୍ଥନ କର୍ମଶାଳା- ୨୦୨୫
କୋଣାର୍କ ସୂତାକଳ ପରିଦର୍ଶନ କରିଲେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ |