ଅଙ୍ଗନୱାଡି କେନ୍ଦ୍ର ରେ କୁନି କୁନି ଛାତ୍ର ଛାତ୍ରୀ କୁ ପୁଷ୍ଟିକର ଖାଦ୍ୟ କାହାପାଇଁ l

(ଅବିଭାବକ ଓ ଅଭିଭାବିକ ଆଣିଲେ ଅଙ୍ଗନବାଡି ଦିଦି ଙ୍କ ପାଇଁ ଅଭିଯୋଗ)

କଳାହାଣ୍ଡି ୦୩/୧୨(ଆମ ଓଡିଶା ଖବର )ଥୁଆମୂଳ ରାମପୁର ସରକାର ଯୋଗାଉ ଥିବା କୋମଳ ମତି କୁନି ଶିଶୁ ମାନଙ୍କୁ ନେଇଁ ଅଭିଭାବକ ଓ ଅଭିଭାବିକା ଆଣିଛନ୍ତି ଅଙ୍ଗନବାଡି ଦିଦି ଙ୍କ ଅଭିଯୋଗ ଏକଥା ଆମେ କହୁନୁ କହୁଛନ୍ତି ଜାଗେଶ ପଦର ଗ୍ରାମ ବାସି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଥୁଆମୂଳ ରାମପୁର ବ୍ଲକ ଅଧୀନରେ ଥିବା ଜାଗେଶ ପଦର ଅଙ୍ଗୱାଡ଼ି କେନ୍ଦ୍ର ଠାରେ ଯାହା ସରକାର ଯୋଗାଉଥିବା ପୃଷ୍ଟି କର ଖାଦ୍ୟ ଓ ଅଣ୍ଡା ପାଉନଥିବା ଅଭିଯୋଗ,ସରକାର କୋମଲ ମତି ଶିଶୁ ମାନଙ୍କୁ ନେଇଁ ଅଣ୍ଡା ଛତୁଆ ଚିନାବାଦାମ ସହ ପୃଷ୍ଟିକର ଖାଦ୍ୟ ଯୋଗାଉଛନ୍ତି ହେଲେ ଏହି ଅଙ୍ଗନବାଡି କେନ୍ଦ୍ର ଠାରେ ଚାଲିଛି ଓଲଟା ଏଠି ପ୍ରଶ୍ନବାଚୀ ସୃଷ୍ଟି କରୁଛି କି

ଅଙ୍ଗନବାଡି ଦିଦି କିଛି ଘାଟାଲା କରୁନାହାନ୍ତି,ତ ଏନେଇ ଆମେ ସିଡିପିଓ ଙ୍କ ସହ ଫୋନ୍ ଯୋଗେ ପଚାରିବାରୁ କୁନି କୁନି ଛାତ୍ର ଛାତ୍ରୀ କୁ ମାସିକ ୧୨ଟି ଅଣ୍ଡା ଜଣ ପିଛା ଦେଇଥାଉ ଓ ସରକାରୀ ନିଅମ ଅନୁଯାୟୀ ପୃଷ୍ଟିକର ଖାଦ୍ୟ ଦେବା କଥା ବୋଲି କହିଥିଲେ ହେଲେ ସରକାର ଯୋଗାଉଥିବା କୋମଲ ଛାତ୍ର ଛାତ୍ରୀ ଙ୍କ ପାଇଁ ଅଣ୍ଡା ଓ ପୃଷ୍ଟିକର ଖାଦ୍ୟ ସହ ଛତୁଆ ଅଧ ବାଟରେ ବାଟ ବଣା ହେଉ ନ ଥିବ ବୋଲି ଜାଗେସ ପଦର ୫ ନମ୍ୱର ୱାର୍ଡ ବାସି ଅଭିଯୋଗ ଆଣିଛନ୍ତି ଦେଖିବାକୁ ରହିଲା ଏହାର ତଦନ୍ତ ପରେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା

କଳାହାଣ୍ଡି ପେସାଲ ରିପୋଟର -ପ୍ରସନ୍ନ କୁମାର ନାଏକ

error: Content is protected !!