କୋଦଳା,(ଆମ ଓଡିଶା ଖବର):ଶୁକ୍ରବାର ଦିନ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୋଦଳା ରେ 2025-26 ଶିକ୍ଷାବର୍ଷ ନିମନ୍ତେ +3 ପ୍ରଥମ ବର୍ଷ ଛାତ୍ରୀଙ୍କ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଅଷ୍ଟମ ଦିନ କାର୍ଯ୍ୟକ୍ରମ ସମାପ୍ତି ହୋଇଅଛି | ଆଜିର କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲିଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ଅପରାଜିତା ପାତ୍ର ଙ୍କ ତତ୍ୱାବଧାନରେ ପ୍ରଶିକ୍ଷିକା ଶ୍ରୀମତୀ ଭାରତୀ ଗୌଡ଼ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ତା 28/2/2026 ରେ ଅନୁଷ୍ଠିତ ହେବ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ !
ତୃତୀୟ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ଯ ମହୋତ୍ସବ ଉଦଯାପିତ , ସ୍ଵାସ୍ଥ୍ୟ ପରୀକ୍ଷା ସହ କଣ୍ଠଶିଳ୍ପୀ ଅନ୍ତରା ଙ୍କ ସଂଗୀତ ର ମଜା ନେଲେ ଦର୍ଶକ।