ଜଟଣୀ: “ଆମ ଓଡ଼ିଶା ଖବର” ହାଟବଜାର, ଗୋପୀନାଥପୁର, ଜଟଣୀ, ଜିଲ୍ଲା ପୁରୀ। କଳାକାର ଏଲ ଇଶ୍ବର ରାଓ ନିଜର ଘର। ତାଙ୍କର କହିବା କଥା, ମୁଁ ଜଣେ ସୂକ୍ଷ୍ମ କଳାକାର। ମୁଁ ପ୍ରତ୍ୟେକ ରାମନବମୀରେ ସୂକ୍ଷ୍ମ କଳାର କାରୁକାର୍ଯ୍ୟ କରି ସମାଜକୁ ଏକ ଦିଗଦର୍ଶନ ଦେଖାଇଥାଏ। ଚଳିତବର୍ଷ ନୂଆକରି କରିଛି ଚକ୍ ଖଣ୍ଡରେ ତିଆରି କରିଛି ଅଯୋଧ୍ୟା ରାମ ମନ୍ଦିର ନମୁନା କରିଛି। ଏହି ମନ୍ଦିର କାମ କରିବା ପାଇଁ ମତେ ସାଥ ଦିନ ସମୟ ଲାଗିଥିଲା। ଏହି ମନ୍ଦିର ଉଚ୍ଚତା ଚାରି ଇଞ୍ଚ୍ ଲମ୍ବା, ଚୌଡା ମଧ୍ଯ ଚାରିଇଞ୍ଚ। ଏହି କାର୍ଯ୍ୟଟା କରିବା ପାଇଁ, ଚକ୍ ଏବଂ କଗଜ ସହୋଯୋଗରେ କରିଛି। ମୁଁ ମୋ କଳା ମାଧ୍ୟମରେ ସମସ୍ତଙ୍କୁ ରାମନବମୀର ଶୁଭେଛା ଜଣାଇବା ସହ ପ୍ରଭୂ ଶ୍ରୀ ରାମଙ୍କ ନିକଟରେ ଏତିକି ପ୍ରାଥନା କରୁଛି ରାମ ନବମୀ ଠାରୁ ସମସ୍ତ ହିନ୍ଦୁ ସମାଜ ରାମଙ୍କର ନାମ ଯୋପକରି ଆନନ୍ଦ ଉପୋଭୋଗ କରିବା ପାଇଁ ନିବେଦନ କରୁଛି। ଯେମିତି ମଣିଷର ଜୀବନ ଆନନ୍ଦ ମୟ ହେଉ। ଏତିକି ମୋର ପ୍ରଭୁ ଶ୍ରୀ ରାମଙ୍କ ନିକଟରେ ପ୍ରାଥନାନ କରୁଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ l


More Stories
ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ l
ଖୋର୍ଦ୍ଧା ତହସିଲଦାର ଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର l
ପରିବେଶ ସୁରକ୍ଷା ପାଇଁ ଏକାଠି ହେଲେ ଖବରଦାତା