ରିପୋର୍ଟର :ମହେନ୍ଦ୍ର ପଧାନ
ବଲାଙ୍ଗୀର (ଆମ ଓଡ଼ିଶା ଖବର )ଗତ୭୦ ବର୍ଷ ହେଲା ସାଲେପାଲି ଠାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ଚରିତ୍ର ତଥା ରାମଲୀଳା ନାଟକ ମାଧ୍ୟମରେ ପରିବେଷଣ କରାଯାଉଛି ଏବଂ ୯ ବର୍ଷ ଧରି ତୁଳସୀ ରାମାୟଣ ପାରାୟଣ ଲଗାତାର ଭାବରେ ଚାଲିଛି ଓ ରାତିରେ ନାଟକ ଅଭିନୟ ହେଉଛି। ଚଳିତବର୍ଷ ଶ୍ରୀ ଭୁବନେଶ୍ୱର ଶାମଲ,ଓ

କାଞ୍ଚନ ଶାମଲ ମୁଖ୍ୟ ସେବକ ଭାବରେ କାର୍ଯ୍ୟ କରୁଛନ୍ତି ଓ ପୁରାଣ ବ୍ୟାସ ଭାବରେ ପ୍ରଶାନ୍ତ ମିଶ୍ର ଅଛନ୍ତି।ସୂର୍ପଣଖା ଚରିତ୍ର, ଖର ଦୁଷଣ ବଧ ଓ ରାବଣ ସହ ସୂର୍ପଣଖାର ଭେଟ ଅନୁଷ୍ଠିତ ହୋଇଥିଲା, ଶ୍ରୀରାମଲୀଳା ଗୀତାଭିନୟର ତୃତୀୟ ଦିବସ.. ଦିନବେଳା ଶ୍ରୀରାମଚରିତ ମାନସ ପାରାୟଣ.. ବ୍ୟାସ.. ପ୍ରଶାନ୍ତ ମିଶ୍ର…
ଅଭିନୟ ରେ ରାମ.. ସୁଦାମ, ସୀତା.. ନିରଞ୍ଜନ, ଲକ୍ଷ୍ମଣ.. ପ୍ରେମାନନ୍ଦ, ସୂର୍ପଣଖା.. ପ୍ରମୋଦ, ରାବଣ.. ବିରୁଦ୍ର, ଖର, ଦୂଷଣ, ତ୍ରିଶିରା.. ଡ଼. ସୁଧାଂଶୁ, ବୁଦ୍ଧଦେବ, ନିତ୍ୟାନନ୍ଦ, ତଥା ସୁଶୀଲ, ଆକ୍ରମ, ସିଦ୍ଧାନ୍ତ, ପେଟୁ, ସୁଶାନ୍ତ,..
ବାଦ୍ୟଯନ୍ତ୍ରରେ.. ଲକ୍ଷ୍ମୀକାନ୍ତ,ଭବାନୀ, ଟିକେଶ୍ୱର, କିଶୋର, ରମେଶ, ବିଶ୍ୱା, ଶିଶୁପାଳ,ମୋହନ, ଉତ୍ତମ, ଶଙ୍କର, ହାଡୁ, ବିଭୁତି ଆଦି



More Stories
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ
ମାଙ୍କ ମହିଁସା ମର୍ଦିନୀ ବେଶରେ ଦର୍ଶନ ପରେ, ନବରାତ୍ର ମହୋତ୍ସବ ଉଦଯାପିତ।
ଶ୍ରୀରାମ ନବମୀ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ।