ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍‌, ୧.୭ କୋଟିର ଜମା।

ଭୁବନେଶ୍ୱର: “ଆମ ଓଡିଶା ଖବର” ଜଳସେଚନ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଠାବ କଲା ଭିଜିଲାନ୍ସ
ଜଳସେଚନ ସେଣ୍ଟ୍ରାଲ ସର୍କଲ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କର ବିପୁଳ ସମ୍ପତ୍ତି। ୨ଟି ଚାରି ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ। ୮ଟି ପ୍ଲଟ୍‌ ସହ ୩ ହଜାର ବର୍ଗଫୁଟର ଏକ ୩ ମହଲା କୋଠା ଠାବ। ଢେଙ୍କାନାଳରେ ରହିଛି ବାବୁଙ୍କର ବିରାଟ ଫାର୍ମ ହାଉସ୍। ବାବୁଙ୍କ ଘରୁ ନଗଦ ୬.୨୩ ଲକ୍ଷ ଟଙ୍କା ସହ ୧.୭ କୋଟିର ଜମା ରାଶି ଠାବ। ବିମାନ ଯାତ୍ରାରେ ବାବୁ ଖର୍ଚ୍ଚ କରିଛନ୍ତି ୧୩. ୪୭ ଲକ୍ଷ ଟଙ୍କା। ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!