କୋଦଳା, (ଆମ ଓଡିଶା ଖବର):କୋଦଳା ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ପକ୍ଷ ଉପଲକ୍ଷେ ସଂଯୋଜିକା ଶ୍ରୀମତୀ ରଂଜୁବାଳା ନନ୍ଦ ଙ୍କ ତତ୍ତ୍ଵାବଧାନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ର ଆୟୋଜନ କରାଯାଇଥିଲ୲ ୲ ବହୁ ସଂଖ୍ୟାରେ କଳା ଓ ବିଜ୍ଞାନର ଛାତ୍ରଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କର ମିଳିତ ଆନୁକୁଲ୍ୟରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ୲ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ରଘୁନାଥ ମୁଦୁଲି ଛାତ୍ରଛାତ୍ରୀ ଙ୍କୁ ପୁସ୍ତକ ବିତରଣ କରିବା ସହ ପୁସ୍ତକ ପଠନ ର ଉପାଦେୟତା ସମ୍ପର୍କରେ ମନ୍ତବ୍ୟ ରଖିଥିଲେ ୲
ରିପୋର୍ଟ :ଦେବାଶିଷ ମହାରଣା


More Stories
ବି.ନୁଆଁଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ l
ଆମ ପୋଷାକ ଆମ ପରିଚୟ ଦିବସ ପାଳିତ l
କୋଦଳା ଏନ ଏ ସିରେ ‘ଓଡ଼ିଆ ପକ୍ଷ’ ଶୁଭାରମ୍ଭ l