ରିପୋର୍ଟ :କପିଳେଶ୍ୱର ସିଂହ
ରାଜ୍ୟ ସରକାରଙ୍କର 5T ବିଭାଗ ମାଧ୍ୟମରେ ସ୍କୁଲ ରୂପାନ୍ତରିତ କାର୍ଯ୍ୟରେ ନୂତନ ଭାବରେ ସାମିଲ ହୋଇଥିବା,ଟାଙ୍ଗୀ ବ୍ଲକର କୁହୁଡି ଗ୍ରାପର କୁହୁଡି ବାଳିକା ଉଚ୍ଚ ବିଦ୍ୟାଳୟର ପରିଦର୍ଶନରେ ଟାଙ୍ଗୀ ବ୍ଲକର ବିଡିଓ ଐଶର୍ଯ୍ୟା ସାମନ୍ତରାୟ, ବ୍ଲକ ଅଧ୍ୟକ୍ଷା ରିସ୍ନା ମାନଧାତା, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥଶର୍ମା ଯାଇଥିଲେ ।ଏହି ସମୟରେ ସ୍କୁଲର ପ୍ରଧାନଶିକ୍ଷତ୍ରୀ, ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତା, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ପ୍ରତିନିଧିମାନଙ୍କ ସହ ଓ୍ବାର୍ଡ ସଭ୍ୟ ଓ ସଭ୍ୟମାନଙ୍କ ସହ ସ୍କୁଲର ପରିସରରେ ବିସ୍ତୃତ ଭାବରେ ଆଲୋଚନା କରାଯିବା ସହ ଶିଘ୍ର ନିର୍ମାଣ ଆରମ୍ଭ ହେବା ପାଇଁ ନିଷ୍ପତ୍ତି ନିଆଯାଇଅଛି।


More Stories
ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ଖୋର୍ଦ୍ଧାଜିଲ୍ଲା ଗଣମାଧ୍ୟମ ପ୍ରତିନିଧିମାନେ ଦୁଃଖିତ।
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ l
ଓଡ଼ିଆ ପକ୍ଷ ପାଳନ ଅବସରରେ ୨୮ୟୁନିଟ ରକ୍ତ ସଂଗ୍ରହ l