କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ରେ ଏମିତି ଏକ ରାଜ ରାସ୍ତା ରେ ନୂଆଖାଇ ପର୍ବ ପାଇଁ ରାସ୍ତା ରଖି ସ ଇଚ୍ଛା ଯାହା ଦେଉଛ ଦିଅ ଖୁସିରେ ଦିଅ, ଆମେ ଆମ ପରମ୍ପୋରା ଅନୁସାରେ ବଣ ଭୋଜି କରି ଖାଇବୁ ଏ ପ୍ରକାର କହି ପଇସା ମାଗିବା ଦେଖିବାକୁ ମିଳିଛି ଆଉ ଯୋଉ ମାନେ ମଧ୍ୟ୍ୟ ଯାତାୟତ କରୁଥିଲେ ସେ ମାନେ ମଧ୍ୟ୍ୟ ଏ ସବୁ ଦେଖି ଖୁସି ର ସହିତ ଶୋକ୍ଷମ ଅନୁସାରେ ଦେଉଥିବା ଦେଖିବାକୁ ମିଳୁଥିଲା, ଯାହା ଭି ହେଉ କିନ୍ତୁ ଆମ ପରମ୍ପୋରା ଆଜି ଯାଏ ବଞ୍ଚିଛି ବଲି ମଧ୍ୟ୍ୟ କିଛି ଯାତାୟତ କରୁଥିବା ଲୋକଙ୍କ ମୁହଁ ରୁ ଶୁଣିବାକୁ ମିଳିଥିଲା ଆଉ ଆଶା କରାଯାଉଛି କି ଏ ପରମ୍ପରା ସବୁ ଦିନ ପାଇଁ ଏମିତି ହିଁ ରହୁ।
କୋରାପୁଟ ଜିଲ୍ଲା ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।