କୋରାପୁଟ (ଆମ ଓଡିଶା ଖବର) ତାରିଖ ୦୭/୦୬/୨୦୨୫
‘ଛି ଛି ଛି ରେ ନନି ଛି’ ଏହି କୋରାପୁଟିଆ ଗୀତ କିଛି ଦିନ ତଳେ ସାରା ଦେଶ ଓ ଦେଶ ବାହାରେ ମଧ୍ୟ୍ୟ ବହୁତ ଚୋର୍ଚ୍ଚିତ ଥିଲା ମୋବାଇଲ୍ ଫୋନ୍ ଖୋଲିଲେ ୟୁଟୁବ ଇନ୍ଷ୍ଟାଗ୍ରାମ ଫେସବୁକ୍ ଆଦିରେ ପୁରା ଟ୍ରେଣ୍ଡ ଚାଲିଥିଲା ଆଜି ମଧ୍ଯ ତାର କ୍ରେଜ୍ କମି ନାହିଁ । ଯିଏ ଗୀତ ଶୁଣୁଥିଲେ ସମସ୍ତଙ୍କ ମନ ମୋହିତ ହେଉଥିଲା କିଛି ସମୟ ପାଇଁ ସବୁ ଦୁଃଖ କଷ୍ଟ ଭୁଲି ଯାଉଥିଲେ l ସେହି ଗୀତର ଗାୟକ ସ୍ବର୍ଗତ ଶ୍ରୀ ସତ୍ୟନାରାୟଣ ଅଧିକାରୀଙ୍କ ସ୍ତ୍ରୀ ଙ୍କ ଆଜି ହୃଦଘାତ ରେ ମୃତ୍ୟୁ ହୋଇଛି ଯାହା ଫଳରେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁର ସହର ରେ ଶୋକ ର ଛାୟା ଖେଳି ଯାଇଛି l କିଛି ଦିନ ପୂର୍ବରୁ ଛି ଛି ଛି ରେ ନନି ଗୀତ ର ସଫଳତା ପାଇ ଥିବାରୁ ସାର୍ଥକ ଟି ଭି ଦ୍ଵାରା କାର୍ଯ୍ୟକ୍ରମ କରାଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଆଜି ଏ ମୃତ୍ୟୁ ଖବର ପ୍ରସାର ହେବା ପରେ ଜୟପୁର ସହର ପୁଣି ଅଭିଭକ୍ତ କୋରାପୁଟ ଜିଲ୍ଲା ରେ ଶୋକ ର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି l
କୋରାପୁଟ ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।