ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ଆଜି ତା 02/07/2025 ରିଖ ଦିନ ରାୟଗଡ ଜିଲ୍ଲା ର ସମସ୍ତ ସରକାରୀ କର୍ମଚାରୀ ସଂଘ ମାନଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଜିଲ୍ଲା ଓଏଏସ ସଂଘ ର ସଭାପତି ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହେଇଯାଇଅଛି।ଏଥିରେ ଜିଲ୍ଲାର ରାଜସ୍ୱସେବା ସଂଘ,ରାଜସ୍ୱ କ୍ଷେତ୍ର କର୍ମଚାରୀ ସଂଘ,ରାଜସ୍ୱ ଅମଲା ସଂଘ,ଅମଲା ସଂଘ,ଉଦ୍ୟାନ ବିଭାଗ,କୃଷି ବିଭାଗ କର୍ମଚାରୀ ସଂଘ,ଯନ୍ତ୍ରୀ ସଂଘ,PEO,ଏଡ଼ିଇଓ,ଜିଆରଏସ ସଂଘ ଆଦି ର କର୍ମକର୍ତା ଯୋଗ ଦେଇ ଗତ ଜୁନ ୩୦ ତାରିଖରେ ବିଏମସି କାର୍ଯାଳୟ ରେ ଶ୍ରୀ ରତ୍ନାକର ସାହୁ (ବରିଷ୍ଠ ଓଏଏସ ଅଧିକାରୀ)ଙ୍କ ଉପରେ ଘଟିଥିବା ମରଣାନ୍ତକ ଆକ୍ରମଣ ଘଟଣା କୁ କଡା ନିନ୍ଦା କରିବା ସହ ଜିଲ୍ଲା ଓଏଏସ ସଂଘ ତରଫରୁ ଉପସ୍ଥାପନ କରାଯାଇଥିବା ସମସ୍ତ ଦାବିକୁ ତତ୍କାଳ ପୂରଣକରିବା ପାଇଁ ରାଜ୍ୟ ସରକାର ଙ୍କୁ ଅନୁରୋଧ ଜଣାଇଛନ୍ତି।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।