କୋରାପୁଟ (ଆମ ଓଡିଶା ଖବର) ତାରିଖ ୦୨/୦୭/୨୦୨୫
ଶହ ଶହ ଯାତ୍ରୀ ଅଳ୍ପକେ ବର୍ତ୍ତୀଥିବା ବିଶେଷ ସୂତ୍ରରୁ ଖବର l କୋରାପୁଟ ଜିଲ୍ଲାରେ କିଛି ଦିନରୁ ଲଗାଣ ବର୍ଷା କାରଣ ରୁ ନାହିଁ ନଥିବା ଅସୁବିଧା ର ସୁମ୍ମୁଖୀନ ହେଉଥିବା ବେଳେ ଆଜି ଲଗାଣ ବର୍ଷା ରେ କୋରାପୁଟ ରୁ ଜଗଦଳପୁର ରେଳ ରାସ୍ତା ଜରତି ଷ୍ଟେସନ ପାଖରେ ମାଟି ଅତଡା ଖସିଛି, ଯଦ୍ଵାରା ରାଉଲକେଲା ଟ୍ରେନ ର ବହୁତ ବଡ ଦୁର୍ଘଟଣା ରୁ ଅଳ୍ପ କେ ବର୍ତ୍ତୀଥିବା ବିଶେଷ ସୂତ୍ରରୁ ଜଣା ପଡିଛି l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧିନ ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।