ଭୁବନେଶ୍ୱର(ଆମ ଓଡ଼ିଶା ଖବର )ପେଟ୍ରୋଲ୍ ପମ୍ପରେ କେବଳ ଗାଡ଼ିରେ ଭରାଯିବ ପେଟ୍ରୋଲ୍। ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି। ପୂର୍ବରୁ ନିୟମ ଥିଲେ ମଧ୍ୟ ପେଟ୍ରୋଲ୍ ପମ୍ପରେ ଏହା ପାଳନ ହେଉନଥିଲା। ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନର ବଡ ନିଷ୍ପତ୍ତି। ସେଥିନେଇ ୨୧ ଜୁଲାଇ ସନ୍ଧ୍ୟା ୫ଟାରେ ସମିକ୍ଷା କରିବେ ମନ୍ତ୍ରି। ଖୋଲା ପେଟ୍ରୋଲ, ଡିଜେଲ୍ ବିକ୍ରି ପାଇଁ ବୈଠକ ବସିବ। ବୋତଲରେ ପେଟ୍ରୋଲ, ଡିଜେଲ ମନା ପ୍ରସଙ୍ଗକୁ ସାମ୍ନାରେ ରଖି ବୈଠକ ଡାକିଲେ ମନ୍ତ୍ରୀ। ଏନେଇ ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ବସିବ ବୈଠକ। ସାମିଲ୍ ହେବେ ପେଟ୍ରୋଲ୍ ପମ୍ପ ସଂଘ, ବିଭାଗୀୟ ଅଧିକାରୀ, କୃଷକ, ନୌକା ଚାଳକ ଜେନେରେଟର ପାଇଁ କିପରି ପାଇବେ ପେଟ୍ରୋଲ, ଡଜେଲ୍। ନୂଆ ଗାଇଡଲାଇନ ଆଣିବା ପାଇଁ ବସିବ ବୈଠକ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିର୍ଦ୍ଦେଶ ନାମା।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ