ସମ୍ବଲପୁର ଜିଲ୍ଲା (ଆମ ଓଡିଶା ଖବର), ସମ୍ୱଲପୁର ସିଟି ଷ୍ଟେସନ ପୂର୍ବରୁ ଲାଇନଚ୍ୟୁତ ହୋଇଛି ୨୦୮୩୧ ନଂ ଶାଲିମାର ମହିମା ଗୋସାଇଁ ଏକ୍ସପ୍ରେସ। ଲାଇନଚ୍ୟୁତ ହୋଇଥିବା ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇ ଅଧିକାରି। ରେଳ ଗାଡିଟି ସକାଳ ୯ଟା ୧୮ରେ ଲାଇନଚ୍ୟୁତ ହୋଇଛି। ମଣ୍ଡଳ ଅଧିକାରୀଙ୍କ କହିବା ମୁତାବକ, ଜେନେରାଲ୍ କୋଚର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ବିଶେଷ କିଛି କ୍ଷୟକ୍ଷତି ହୋଇନାହଁ। ମଣ୍ଡଳ ଅଧିକାରୀ, ଶୁରକ୍ଷା ବଳ, ସମସ୍ତ କାର୍ଯରତ କର୍ମଚାରୀ ମାନଙ୍କ ସହଯୋଗରେ ଯଥାଶିଘ୍ର ରେଳଡବା ଉଠାଯାଇ ରେଳ ଚଳାଚଳ ଅବ୍ୟାହତ ରହିବ, ପୂର୍ବତଟ ରେଳ ଅଧିକାରୀଙ୍କ ପକ୍ଷରୁ ସୂଚନା।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ