ବାଲିଗୁଡ଼ା ଉପଖଣ୍ଡ ଜି ଉଦୟଗିରି ରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା ଜି, ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ମୁଖ୍ୟ ରାଜ ପଥ ଜି, ଉଦୟଗିରି ବାଲିଗୁଡ଼ା ସାରେଙ୍ଗଡ଼ ରାସ୍ତା ଶ୍ରୀ ରାମପଦା ନିକଟରେ ଏହିପରି ଦୁର୍ଘଟଣା ରାସ୍ତାରେ ମାଳ ମାଳ ଗୃହ ପାଳିତ ପଶୁ ମାନେ କବଜା କରି ରଖୁଥିବା କାରଣରୁ ଏଭଳି ଘଟଣା ବାରମ୍ବାର ସମ୍ମାନ କୁ ଆସୁଛି ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି
ଜି.ଉଦୟଗିରି, ତା –22-07-2023. ଆଜି ଅପରାହ୍ନ 1 ଘଣ୍ଟା ସମୟରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ 108 ଆମ୍ବୁଲାନ୍ସ ଗାଡ଼ି ସାରଙ୍ଗଗଡ଼ ଅଭିମୁଖେ ଯାଉଥିଲା ! ନିକଟସ୍ଥ ଶ୍ରୀରାମପଦା ଉପ-କାରାଗାର ନିକଟରେ କିଛି ଗୋରୁ କଲେଜ ରୁ ଆସୁଥିବା କଲେଜ ଛାତ୍ର ଛାତ୍ରୀ ଙ୍କୁ ଆକ୍ରମଣ କରୁଥିବା ସମୟରେ ସେହି କଲେଜ ଛାତ୍ର ଛାତ୍ରୀ ମୁଖ୍ୟ ରାସ୍ତାକୁ ଧାଇଁ ଆସିଥିଲେ ! ବର୍ଷା ହେଉଥିବା ଯୋଗୁଁ ଠିକ ସେତିକି ବେଳେ ଉକ୍ତ 108 ଆମ୍ବୁଲାନ୍ସ ଗାଡ଼ି ନମ୍ବର OD-02AW1707 ଡ୍ରାଇଭର କନ୍ଦର୍ପ ପ୍ରଧାନ ସେହି ଗୋରୁ ଏବଂ ପିଲାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ! ତାଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଆଜି ମୃତ୍ୟୁ ମୁଖରୁ ବଞ୍ଚିଲେ କଲେଜ ଛାତ୍ର ଛାତ୍ରୀ ଏବଂ ଏକ ବଡ଼ ଦୁର୍ଘଟଣାକୁନିୟନ୍ତ୍ରଣ କରିବାକୁ ହେଲେ ଗାଇ ଗୋରୁଙ୍କ ସମେତ ଜନ ସାଧାରଣ ଙ୍କ ଜୀବନ ବଞ୍ଚିଯାଇ ପାରିବ ବୋଲି ସାଧାରଣ ରେ ମତ ପ୍ରକାଶ ପରିଛନ୍ତି
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l