ରିପୋର୍ଟ :ଫିଲିପ କୁମାର ଡିଗାଲ
ମଦ୍ୟପ ଯୁ୍ବକ ସ୍କୁଟିରେ ପଡ଼ି ଗୁରୁତ୍ୱ ର ଅବସସ୍ତା ରେ ବାଲିଗୁଡ଼ା ଥାନା ଗୃହ ରକ୍ଷୀ ପ୍ରଭାତକୁମାର ଦିଗାଲ ମାନବିକତା ଦେଖାଇ ବାଲିଗୁଡ଼ା ଚିକିତ୍ସା ଳୟକୁ ପହଁଞ୍ଚାଇ ଚିକିତ୍ସା କରାଇଛନ୍ତି l ବାଲିଗୁଡ଼ା ରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାର୍ଯ୍ୟରଥ ଗୃହରକ୍ଷୀ ପ୍ରଭାତକୁମାର ଦିଗାଲ ନିଜ କାର୍ଯ୍ୟ ସରାଇ ନିଜ ଗ୍ରାମ ରୁତୁଙ୍ଗିଆ କୁ ଯାଉଥିବା ସମୟରେ ରାସ୍ତା କଡ଼ରେ ସ୍କୁଟି ସହ ଯୁବକ ଜଣେ ରକ୍ତ ଜୁଡୁ ବୁଡୁ ହୋଇ ପଡ଼ିଥିବା ଦେଖି ଗୃହରକ୍ଷୀ ପ୍ରଭାତ କାହାରିକୁ ନ ପଚାରି ମେଡିକାଲ କୁ ଆଣି ଯୁବକର ସମସ୍ତ ଚିକିତ୍ସା କରାଇ ଯୁବକର ପରିଚୟ ଜାଣିବା କୁ ଚେଷ୍ଟା କରି ଥିଲେ l

ଯୁବକ ଜଣେ ଗଞ୍ଜାମ ଜିଲ୍ଲା ର ବୋଲି ଜଣା ପଡ଼ି ଥିଲା ଏହି ଯୁ୍ବକ ବାଲିଗୁଡ଼ା ହାଟ ପଦା ରେ ରହୁଛି ସେ ମିସ୍ତ୍ରୀ ବୋଲି ନିଜ ପରିଚୟ ଦେଇଥିଲେ ଯୁବକ ଗୃହ ରକ୍ଷୀ ପ୍ରଭାତ ମେଡ଼ିସିନ କିଣି ନିଜ ଭଡ଼ା ଘର ପର୍ଯ୍ୟନ୍ତ ପହଁଞ୍ଚାଇ ନିଜ ମାନବିତା ଦେଖାଇଛନ୍ତି l ଏହା ଦେଖି ବାଲିଗୁଡ଼ା ରେ ସାଧୁବାଦ ଜଣାଇଛନ୍ତି ସହରବାସୀ l


More Stories
ট্রাস্ট টাউন ওয়েলফেয়ার সোসাইটির দ্বিতীয় সাধারণ পরিষদ সভা অনুষ্ঠিত হয়।
ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ଖୋର୍ଦ୍ଧାଜିଲ୍ଲା ଗଣମାଧ୍ୟମ ପ୍ରତିନିଧିମାନେ ଦୁଃଖିତ।
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ l