ଚିଲିକା :ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ରିପୋର୍ଟର ସଙ୍ଘ ପକ୍ଷରୁ ଶନିବାର ଦିନ ବାଣପୁର ଥାନାର ନୃତନ ଥାନା ଅଧିକାରୀ ଭାବେ ଯୋଗଦେଇ ଥିବା ରମେଶ କୁମାର ଦେବତା ଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ସ୍ବାଗତ ସମ୍ୱର୍ଦ୍ଧନା ଜଣେଥିଲେ ଚିଲିକା ରିପୋର୍ଟର ସଙ୍ଘ ସମସ୍ତ ସଦସ୍ୟ। ବାଣପୁର ଅଞ୍ଚଳର ଟ୍ରାଫିକ ସମସ୍ୟାର ସମାଧାନ, ନିଶାଦ୍ରବ୍ୟ କାରବାର ଉପରେ କଟକଣା ଲଗେଇବା ଏବଂ ବିକଟାଳ ଶବ୍ଦ ଏବଂ ଦ୍ରୁତ ବାଇକ୍ ଚାଳକଙ୍କ ଉପରେ କିପରି କାର୍ଯ୍ୟନୁଷ୍ଟାନ ନିଆଯିବ ସେ ସମ୍ପର୍କରେ ଚିଲିକା ରିପୋର୍ଟର ସଙ୍ଘ ସମସ୍ତ ସଦସ୍ୟ ନୃତନ ଥାନା ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ଚିଲିକା ରିପୋର୍ଟର ସଙ୍ଘ ସଭାପତି ସୁନିଲ ସୁବୁଦ୍ଧି, ସମ୍ପାଦକ ଅମିତାଭପଟଯୋଶି ଙ୍କ ସମେତ ସାମ୍ବାଦିକ ଅନନ୍ତ ଚରଣ ବାରିକ, ପ୍ରବୋଧ ବିଶ୍ଵାଳ,ରକେଶ ସାହୁ, ସନ୍ତୋଷ ମହାନ୍ତି, ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ l



More Stories
ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ଖୋର୍ଦ୍ଧାଜିଲ୍ଲା ଗଣମାଧ୍ୟମ ପ୍ରତିନିଧିମାନେ ଦୁଃଖିତ।
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ l
ଓଡ଼ିଆ ପକ୍ଷ ପାଳନ ଅବସରରେ ୨୮ୟୁନିଟ ରକ୍ତ ସଂଗ୍ରହ l