ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା : ହରଭଙ୍ଗା ବ୍ଲକ ସ୍ତରୀୟ ସୁରଭି ଏବଂ ମିଲେଟ ମିଶନ କାର୍ଯ୍ୟକ୍ରମ, ବ୍ଲକ ଶିକ୍ଷା ଅଧିକାରୀ ଙ୍କ ସୌଜନ୍ୟ ରେ ଚାରିଛକ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ଅଜୟ କୁମାର ଲୁହା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀ ଙ୍କୁ ସାର୍ଟିଫିକେଟ ଏବଂ ମେଡାଲ ପ୍ରଦାନ ସହ ଜିଲ୍ଲା ସ୍ତରକୁ ପ୍ରତିଯୋଗୀ ମାନଙ୍କୁ ମନୋନୀତ କରାଯାଇଥିଲା l ବିଭିନ୍ନ ବର୍ଗରେ ସତରଟି କ୍ଲଷ୍ଟର ରୁ ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ ସହ ମେଡାଲ ପ୍ରଦାନ କରାଯାଇଥିଲା l ସୁରଭି ଏବଂ ମିଲେଟ ମିଶନ ପ୍ରତିଯୋଗିତା ରେ ସଫଳତା ଅର୍ଜନ କରିଥିବା କୃତୀ ପ୍ରତିଯୋଗୀଙ୍କ ଉଦ୍ୟେଶ ରେ District ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅଥିତି ଭାବେ ପୂର୍ବତନ ବିଇଓ ଦେବରାଜ ପ୍ରଧାନ, ଉତ୍ସବର ଆବାହକ ବିଇଓ ଅଜୟ କୁମାର ଲୁହା, ସମ୍ମାନିତ ଅତିଥି ଏବିଇଓ ସତ୍ୟନାରାୟଣ ମିଶ୍ର, ଜୋଷ୍ଣା ମହାପାତ୍ର,ଜଗତ ମଲ୍ଲିକ ଏବଂ ପ୍ରଧାନ ଶିକ୍ଷକ ନିର୍ମଳ ରଣା ଏବଂ ଗୁଣନିଧି ସାହୁ ଯୋଗ ଦେଇଥିଲେ l


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।