ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା15/10 :ବୌଦ୍ଧ ଜିଲ୍ଲା ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ଗତକାଲି ଭୁବନେଶ୍ୱର ସ୍ଥିତ ଶାଳିଆ ସାହିରେ ରହୁଥିବା ଗରିବ ମହିଳା ଓ ଶିଶୁ ଙ୍କୁ ଉକ୍ତ ସେବା ଟ୍ରଷ୍ଟର ଭୁବନେଶ୍ଵର ର ସହାୟତା ରେ ବୌଦ୍ଧ ଜିଲ୍ଲା ର ସ୍ବେଚ୍ଛାସେବୀ ମାନେ ପହଁଚି ମାଗଣା ପୋଷାକ ଗରିବ ମହିଳା ଓ ଶିଶୁ ଙ୍କୁ ବଣ୍ଟନ କରାଯାଇଥିବା ନେଇ ସଙ୍ଘଠନ ର ସମ୍ପଦକ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି ଜଣ । ଏହି କାର୍ଯ୍ୟକ୍ରମ କୁ ୟାରା (NGO) ର ସ୍ଵେଚ୍ଛାସବୀ ବରୁଣ ବେହେରା ଓ ଲିଜା ବେହେରା ପରିଚାଳନା କରିଥିଲେ । ମହିଳା ଓ ଶିଶୁ ମାନେ ପୋଷାକ ପାଇବା ପରେ ବହୁତ୍ ଖୁସି ଥିବାର ଦେଖିବାକୁ ମିଳିଥିଲା ।
ଅସହାୟ ଙ୍କୁ ମାଗଣା ପୋଷାକ ବଣ୍ଟନକଲା ସ୍ବେଛାସେବୀ ସଂଗଠନ l


More Stories
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ l