ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ୫୦ ଫୁଟ ସେତୁ ତଳକୁ ଖସିଲା ମ୍ୟାକ୍ସ ପିକଅପ । ଘଟଣା ସ୍ଥଳରେ ଜଣେ ମୃତ ଜଣେ ଗୁରୁତର । ଗୁରୁତରକୁ ବୌଦ୍ଧ ମେଡିକାଲ ରେ ଭର୍ତି । ସୂଚନା ଅନୁଯାୟୀ ସୋମବାର ଦିନ 1 ଘଣ୍ଟା ସମୟରେ ବୌଦ୍ଧ ଥାନା ଜଗନ୍ନାଥ ସଡକ ଦେଇ ଧାନ ବୋଝଇ ପିକଅପ ରାଇସ ମିଲ କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ହାଟଗାଁ ସେତୁରୁ 50ଫୁଟ ତଳକୁ ଖସିପଡିଥିଲା!ଫଳରେ ଦୁର୍ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ମାରିଥିବା ବେଳେ ଗାଡି ଭିତରେ ବସିଥିବା ଅନଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଇଡ଼ା ପଞ୍ଚାୟତ ବଡ଼ବନ୍ଧ ଗ୍ରାମର ଟୁନା ସାହୁ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଓ ଅନ୍ୟ ସାଥି ଜଣେ ବହୁ ଗୁରୁତର ଥିବାରୁ ତାଙ୍କୁ ବୌଦ୍ଧ ମେଡିକାଲ ରେ ଭର୍ତି କରାଯାଇଛି ଓ ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଂଚି ଗାଡି ଓ ଶବ ଜବଦ କରିବା ସହ ତଦନ୍ତ ଚଳାଇଛି l
ବ୍ରିଜ ତଳକୁ ଖସିଲା ମହିନ୍ଦ୍ରା ପିକଅପ,ଜଣେ ମୃତ ଜଣେ ଗୁରୁତର l


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l