ବୌଦ୍ଧ(ଚିତ୍ତ ରଞ୍ଜନ ସିଂ) 31/8 ବୌଦ୍ଧ ଜିଲ୍ଲା ଧଳପୁର -ଆଠମଲ୍ଲିକ ମହାନଦୀ ସେତୁ ଉପରେ ଗୁରୁବାର ରାତିରେ ବାଇକ ପିଟି ହୋଇ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ଅନ୍ୟପଟେ ମୃତକ ଜଣକ ଙ୍କ ପରିଚୟ ମିଳିନଥିବା ଜଣାପଡିଛି l ସୂଚନା ମତେ ଉକ୍ତ ଯୁବକ ଜଣକ ବାଇକ ଯୋଗେ ଆଠମଲ୍ଲିକ ଅଞ୍ଚଳ କୁ ଯାଉଥିବା ସମୟ ରେ ବାଇକ ଟି ସେତୁ ବାଡା ରେ ପିଟିହୋଇଥିବା ବେଳେ ବାଇକ ଆରୋହୀ ଜଣଙ୍କ ରାସ୍ତା ରେ ଛିଟିକି ପଡିଥିଲେ l ଗୁରୁତର ବ୍ୟକ୍ତି ଙ୍କୁ ତୁରନ୍ତ 108 ଆମ୍ବୁଲାନସ ଯୋଗେ ଆଠମଲ୍ଲିକ ଡାକ୍ତର ଖାନା କୁ ନେଇଥିଲେ l ଡାକ୍ତର ସେଠାରେ ଦୁର୍ଘଟଣା ଗ୍ରସ୍ତ ଯୁବକ ଙ୍କୁ ମୃତ ଘୋଷଣା କରିଥିଲେ l କିନ୍ତୁ ଉକ୍ତ ଯୁବକ ଙ୍କ କୌଣସି ପରିଚୟ ମିଳି ପାରିନଥିବା ବେଳେ ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ଜଣାପଡିଛି l
ଧଳପୁର -ଆଠମଲିକ ସେତୁ ରେ ବାଇକ ଦୁର୍ଘଟଣା ବାଇକ ଆରୋହୀ ମୃତ l


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l