
ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ରାକ୍ଷାସ ବାପା ଜଣଙ୍କ ନିଜ ଜନ୍ମ କରିଥିବା ଦୁଇ ଗୋଟି କନ୍ୟା ଶିଶୁ ସନ୍ତାନଙ୍କୁ ରାସ୍ତା ଖଡ଼ ରେ ପିଙ୍ଗିବାପାଇଁ ଚେଷ୍ଟା କରି ଥିଲେ କିନ୍ତୁ ପାରି ନଥିଲେ ଶେଷରେ କେହି ଜଣେ ବ୍ୟକ୍ତି ପିଲା ମାନଙ୍କୁ ଛାଡ଼ି ଯାଇ ଥିବା ରୁଫ ଦେଇ ଫୋନ ମାଧ୍ୟମରେ ଚାଇଲ୍ଡ ଲାଇନିକୁ ଜଣାଇ ଥିଲେ ରାକ୍ଷାସ ଅମିତି ନାୟକ, ( ରାଜା)ଙ୍କ ସମସ୍ତ ପ୍ଲାନିଙ୍ଗୀ ବେକାର ହେଲା ବାଲିଗୁଡ଼ା ହାଟପଦା ସାହିର ଅମିତି ନାୟକ (ରାଜା) କେମିତି ଏହିପରି କାମ କରି ପାରିଲେ ସାହି ଲୋକ ମାନେ ଦୁଇ ଗୋଟି କନ୍ୟା ଶିଶୁ ମାନଙ୍କୁ ଦେଖି ଥିଲେ ଦିନ 8 ଘଣ୍ଟାପରେ ପିଲା ମାନଙ୍କୁ ଲୋକମାନେ ଦେଖା ପାଇ ନଥିଲେ ପରବର୍ତ୍ତୀ ସମୟରେ ନିୟୁଜ ମାଧ୍ୟ ମରେ ଜାଣି ପାରି ଥିଲେ ବାଲିଗୁଡ଼ା ବଜ୍ରଙ୍ଗଦଳ କର୍ମ କର୍ତ୍ତା ଅମିତି ନାୟକ ଙ୍କୁ ପିଲାମାନଙ୍କ ବିଷୟରେ ପଚରା ଉଚୁରା କରି ଜାଣି ପାରିଥିଲେ ମାଷ୍ଟରମାଇଣ୍ଡି ନିଜେ ବଜ୍ରଙ୍ଗଦଳ ଏବଂ SHG ମହିଳା ଦଳ ମିଶି ବାଲିଗୁଡ଼ା ଥାନାରେ ଜିମା ଦେଇଛନ୍ତି ଅମିତି ନାୟକ ଙ୍କୁ ଏହି ଘଟଣା ଆଜି ଦିନ 10ଘଣ୍ଟା ସମୟରେ ଘଟି ଥିଲା ଯାହାକି ଆପଣମାନଙ୍କ ପାଖରେ ପୂର୍ଵ ନିୟୁଜ ମଧ୍ୟ ରହି ଅଛି ପୁଣି ଅଲୋଡା ହେଲେ ଶିଶୁ କନ୍ୟା ରତ୍ନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗୀ ଅକଲବ୍ୟ ବିଦ୍ୟାଳୟ ନିକଟରୁ ଦୁଇ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇ ଛନ୍ତି l ଚାଇଲ୍ଡ ଲାଇନ୍ନ ପକ୍ଷରୁ ସୂଚନା ପାଇ କ, ନୂଆଗାଁ ସିଡ଼ି ପିଓ ଦ୍ରପଦି କହଁର ଦୁଇ ନବଜାତ ଶିଶୁଙ୍କୁ ଉଦ୍ଧାର କରି କ, ନୂଆଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା

ଜଣା ପଡ଼ିଛି ଉଦ୍ଧାର ଶିଶୁ କନ୍ୟା ଦୁଇଟି ଶିଶୁ କନ୍ୟା ହୋର ଥିବା ବେଳେ ଗୋଟିଏ ଶିଶୁର ଓଜନ ଦୁଇ କିଲୋ ଚାଳିଶି ଗ୍ରାମ ଅନ୍ୟ ଶିଶୁ ର ଓଜନ 1ଏକ କିଲୋ970 ଗ୍ରାମ ଓଜନ ଥିବା କହି ଛନ୍ତି ଡ଼କ୍ଟର, ଶ୍ରୀ ପ୍ରିୟଙ୍କର ସାବତ
କନ୍ଧମାଳ ଜିଲ୍ଲା କ.ନୂଆଗାଁ ମହାସିଙ୍ଗ ଏକଲବ୍ୟ ବିଦ୍ୟାଳୟ ନିକଟରୁ ଆଜି ସକାଳ ପ୍ରାୟ ୧୦.୩୦ ସମୟରେ ପାଞ୍ଚ ଦିନର ଞ୍ଜାଳାଶିଶୁ କନ୍ୟା ଉଦ୍ଧାର କରିଛି। କ.ନୂଆଗାଁ ସମନ୍ବୟ ଶିଶୁ ବିକାଶ ବିଭାଗ ।କେହି ଦ୍ରୃବୁତ ରାସ୍ତା କଡ଼ରେ ଛାଡ଼ି ଦେଇ ପଳେଇଥିବା ଜଣାପଡ଼ିଛି ।ଦୁଇ ଶିଶୁ କନ୍ୟା କାନ୍ଦୁ ଥିବା ଦେଖି ଏକ ଅଟୋ ଡ୍ରାଇଭର ଚାଇଲ୍ଡ ଲାଇନ କୁ ଫୋନ ମାଧ୍ୟମରେ ଯୋଗାଯୋଗ କରୁଥିଲେ। ଚାଇଲ୍ଡ ଲାଇନ ସଙ୍ଗେ ସଙ୍ଗେ କ.ନୂଆଗାଁ ସି.ଡି.ପି.ଓ ଙ୍କୁ ଜଣେଇବା ପରେ ସି.ଡି.ପି.ଓ ଓ ସୁପରଭାଇଜର ପହଞ୍ଚି ଶିଶୁକନ୍ୟା ଦୁଇ ଜଣଙ୍କୁ ଉଦ୍ଧାର କରିi ଠିକ୍ ନଥିବା ଡାକ୍ତର କହିଛନ୍ତି।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l