ରିପୋର୍ଟ : ଜଗନ୍ନାଥ ମହାନ୍ତ
ବିଶ୍ଵଦରବlରରେ ସ୍ଥାନ ସୃଷ୍ଟି କରିବାର ଦୃଢ଼ ସଂକଳ୍ପ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ନୂତନ ଭାବେ ଚୟନ lକେନ୍ଦୁଝର ଜିଲ୍ଲା ସହିଦ ଭବନରେ ନିଖିଳ ଓଡ଼ିଶା ପାତ୍ର ତନ୍ତୀ ସମାଜ ର ସାଙ୍ଗଠନିକ ବୈଠକ। କେନ୍ଦୁଝର ଗଡ ସଂଗଠନର ଏକ ସାଙ୍ଗଠାନିକ ବୈଠକ କାର୍ଯ୍ୟକାରି ସଭାପତି ବାବlଜି ଚରଣ ପାତ୍ରଙ୍କ ସଭାପତିତ୍ୱରେ କେନ୍ଦୁଝର ଗଡ ସହିଦ ଭବନ ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା କର୍ମକର୍ତ୍ତା ଓ ଜିଲ୍ଲାର ବ୍ଲକ ସ୍ତରୀୟ କାର୍ଯ୍ୟ କର୍ତ୍ତା ନିମନ୍ତ୍ରିତ ଅତିଥି,ଉପଦେଷ୍ଟା ମଣ୍ଡଳୀ ଉପସ୍ଥିତିରେ ,ନୂତନ ଭାବେ ଜିଲ୍ଲା ସ୍ତରରେ କର୍ମକର୍ତ୍ତା ଚୟନ କରlଗଲl ।ସମାଜର ଶିକ୍ଷ୍ୟା, ସ୍ଵାସ୍ଥ୍ୟ, ପରିବେଶ ,ନିଶା ନିବାରଣ,ଅନ୍ଧ ବିଶ୍ବାସ ଦୁରକରିବା,ଜିଲ୍ଲାର ସବୁ ବ୍ଲକ୍ ରେ ସଂଗଠନକୁ ଦୃଢ଼ୀଭୂତ କରିବା ,ନିଖିଳ ଓଡ଼ିଶା ପାତ୍ର ତନ୍ତୀ ସମାଜକୁ ବିଶ୍ଵଦରବାରରେ ଉପଯୁକ୍ତ ସ୍ଥାନ ଦେବାରେ ପ୍ରତିଜ୍ଞାବଦ୍ଧ ହେବାକୁ,କାର୍ଯ୍ୟ କର୍ତ୍ତାଙ୍କ ନିଷ୍ପତୀ କ୍ରମେ,ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରାଗଲା।
ଶେଷରେ ନୂତନ ସଭାପତି ଓ ଉପଦେଷ୍ଟା ସମସ୍ତ ବ୍ଲକ୍ କାର୍ଯ୍ଯ କର୍ତ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରାଗଲା।ଜିଲ୍ଲାର ସମସ୍ତ ବ୍ଲକ୍ ରୁ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ।
ଜଗନ୍ନାଥ ମହାନ୍ତ ଙ୍କ ରିପୋର୍ଟ


More Stories
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ l
ଓଡ଼ିଆ ପକ୍ଷ ପାଳନ ଅବସରରେ ୨୮ୟୁନିଟ ରକ୍ତ ସଂଗ୍ରହ l
ट्रस्ट टाउन वेलफेयर सोसाइटी की दूसरी आम सभा की बैठक।