ବିୟୁରୋ ରିପୋର୍ଟ
ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠ ପରିସରରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସମଗ୍ରଶିକ୍ଷା ଆନୁକୂଲ୍ୟରେ ଟାଙ୍ଗୀ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଆୟୋଜିତ କ୍ଲଷ୍ଟର ସ୍ତରୀୟ ଦିବ୍ୟାଙ୍ଗ ଶିଶୁମାନଙ୍କ ପିତାମାତା ଏବଂ ଶିକ୍ଷକଙ୍କ ତାଲିମ ଶିବିର ଉଦ୍ ଯାପିତ ହୋଇଯାଇଛିି । ଏହି ଶିବିରରେ ଟାଙ୍ଗୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱଜିତ୍ ପଲେଇ , ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ସାହୁ ଙ୍କ ସମେତ ନିଜର ସହକର୍ମୀ ମାନେ ଯୋଗ ଦେଇଥିଲେ ,

ପ୍ରଶିକ୍ଷକ ଲଳିତ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ତାଲିମ ଶିବିରରେ ପ୍ରଶିକ୍ଷକ ରୂପେ ସିଆରସିସି ପ୍ରଶାନ୍ତ ବେହେରା , ପ୍ରଶାନ୍ତ ମହାପାତ୍ର , ଅମିତ ଚକ୍ରବର୍ତ୍ତି , ସପନ ସର୍ଦ୍ଦାର , ବ୍ଲକ ସମାଜ ସୁରକ୍ଷା ଅଧିକାରୀ କାଜଲ କୁମାର ପ୍ରଧାନ , ବିଆରଟି ରୋଜାଲିନ ମିଶ୍ର , ହୃଷିକେଶ ପାଣିଗ୍ରାହୀ , ବିଜୟ ସେଠୀ , ଲଳିତ ନାରାୟଣ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ ।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l