ରିପୋର୍ଟ :କପିଳେଶ୍ୱର ସିଂହ
ମହିଳା ଓ ଶିଶୁ ବିଭାଗର special secretary ରିନା ମହାପାତ୍ର,D.S.W ପୁଷ୍ପାଞ୍ଜଳି ମିଶ୍ର,ସମନ୍ବିତ ଶୀଶୁ ବିକାଶ ଅଧିକାରିଣୀ ନିର୍ମଳା ଦାଶ ଟାଙ୍ଗୀବ୍ଲକ ର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ର ଓଜନ ଉସ୍ବବ ପରିଦର୍ଶନ କରିବା ସହିତ ବ୍ଲକ ପରିସର କାର୍ଯାଳୟରେ ମହିଳା ଓ ଶିଶୁମାନଙ୍କର ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା,ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରିସ୍ନା ମାନଧାତା ,ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥଶର୍ମା ଓ ବି.ଡି.ଓ ସୁଶ୍ରୀ ଐଶର୍ଯ୍ୟା ସାମନ୍ତରାୟ ଉପସ୍ଥିତ ରହିଥିଲେ ।ତତ୍ ସହିତ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିବା ସହ ମିଶନ ଶକ୍ତି କାଫେର ଆତିଥ୍ୟରେ ଖୁସୀ ପରିବ୍ୟକ୍ତ କରିଥିଲେ।


More Stories
ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ଖୋର୍ଦ୍ଧାଜିଲ୍ଲା ଗଣମାଧ୍ୟମ ପ୍ରତିନିଧିମାନେ ଦୁଃଖିତ।
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ l
ଓଡ଼ିଆ ପକ୍ଷ ପାଳନ ଅବସରରେ ୨୮ୟୁନିଟ ରକ୍ତ ସଂଗ୍ରହ l