ଭଦ୍ରକ (ଆମ ଓଡିଶା ଖବର )ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗସ୍ତ ସମୟରେ ମହାମହିମ ରାଜ୍ୟପାଳ ହରିବାବୁ କୁମ୍ଭମ୍ ପାଟି ଙ୍କୁ ଉଛର୍ଷୀତ ସମ୍ଭର୍ଦ୍ଧନା କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅସୁରାଳି ଠାରେ ଥିବା ଓଡ଼ିଶାର ଦ୍ୱିତୀୟ ସ୍କିଲ୍ ସେଣ୍ଟର କୁ ବୁଲି ଦେଖିବା ସହିତ ବୋହୁ ପ୍ରଶଂସା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ସହିତ ବହୁ ସମୟ ବିତେଇବା ସହିତ ପିଲା ମାନଙ୍କ ସଙ୍ଗେ ଏଠାରେ ଦିଆ ଯାଉଥିବା ଶିକ୍ଷା ସମ୍ପର୍କରେ ପଚାରି ବୁଝିଥିଲେ ।ଏହି ସମୟରେ ତାଙ୍କ ସହିତ ଉପସ୍ଥିତ ଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ,ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଏବଂ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ , ଧାମନଗର ଏସ୍ ଡିପିଓ ତ୍ରିଲୋଚନ ସେଠୀ ମଧ୍ୟ ଉପସ୍ଥିତ ଥିଲେ।
ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ଶିଶିର କୁମାର ସ୍ଵାଇଁ ଙ୍କ ରିପୋର୍ଟ ଆମ ଓଡିଶା ଖବର,
More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
କୁକୁଡ଼ାଖଣ୍ଡି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମହା ଦୁର୍ନୀତିରେଜିଷ୍ଟ୍ରି କାମ ପାଇଁ ସାଧାରଣ ଲୋକ ହେଉଛନ୍ତି ନିର୍ଦୟ ଶୋଷଣର ସିକାର ।
ପ୍ରାଣନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସାଇନ୍ସ ସେମିନାର।