ଭୁବନେଶ୍ବର “ଆମ ଓଡ଼ିଶା ଖବର” ଓଡ଼ିଆ ସଂଗୀତ ଜଗତରେ ମେଲୋଡି କିଙ୍ଗ ଭାବେ ପରିଚିତ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ସେ ବର୍ତ୍ତମାନ କୋମାରେ ରହିଛନ୍ତି। ଅଭିଜିତ ମଜୁମଦାର କୋମାରେ ଥିବା ଭୁବନେଶ୍ୱର ଏମ୍ସ ପକ୍ଷରୁ ଜାରି ମେଡିକାଲ୍ ବୁଲେଟିନ୍ରେ କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ବେଳେ ସେ ନିମୋନିଆରେ ପୀଡ଼ିତ ହୋଇଛନ୍ତି। ମଧ୍ୟାହ୍ନ ପରଠାରୁ ଆଇସିୟୁ ରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ନିମୋନିଆ ସମେତ ଅନ୍ୟ ବହୁବିଧ ରୋଗରେ ସେ ପୀଡ଼ିତ ଥିବା ନେଇ ସୂଚନା ଜାରି କରିଛି ଏମ୍ସ। କୋମାକୁ ଚାଲି ଯାଇଥିବା ଅଭିଜିତ ମଜୁମଦାରଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ସବୁଦିନ ହସାଇବା ଲୋକଟି ଆଜି ରୋଗ ଜନ୍ତ୍ରଣାରେ ସଜ୍ଜ୍ୟାସାଇ।

More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l