ଖୋରଧା: “ଆମ ଓଡିଶା ଖବର” ୩ ଅପ୍ରେଲରେ ଶ୍ରୀଚୈତନ୍ଯ ରିସର୍ଚ୍ ଆସୋସିଏସନ୍ ପକ୍ଷରୁ ଶ୍ରୀ ଚୈତନ୍ଯ ବିହାର ପରିସରରେ ଆଲୋଚନାଚକ୍ର କରାଯାଇଥଲା।ସେହି କାର୍ଯ୍ୟକ୍ରମରେ “ବିଜ୍ଞାନ ଓ ଠାକୁର ଭକ୍ତି ବିନୋଦ ଙ୍କ ଦୃସ୍ଟୀରେ ଅବତାର ମାନଙ୍କ କ୍ରମ ବିକାଶ “ବିଷୟକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚକ ଭାବେ ଯୋଗଦେଇଥିଲେ, ପଣ୍ଡିତ ଗୋପବନ୍ଧୁ ପଣ୍ଡା, ଅଧ୍ୟାପକ ହେମନ୍ତ କୁମାର ଦାଶ, ଅବସର ପ୍ରାପ୍ତ ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଦୁର୍ଗା ଚରଣ ନାୟକ, ଶିକ୍ଷ୍ୟାବିତ୍ ଯୁଧିଷ୍ଠିର ଛୁଆଳ ସିଂହ, ଶ୍ରୀ ଚୈତନ୍ଯ ଗବେଷକ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଉପରୋକ୍ତ ବିଷୟରେ ଆଲୋଚନା କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଗତିବାଦୀର ବରିଷ୍ଠ ସାମ୍ବାଡିକ ମୋହନ ପଟ୍ଟଯୋଷୀ, ବୋଧାୟନ୍ ମହାରାଜ, ଅନନ୍ତହରି ମହାରାଜ, ଜଗଦୀଶ ପ୍ରସାଦ ପଟ୍ଟନାୟକ, ସଂଘ ସମ୍ପାଦକ ଶ୍ରୀ ଜୟ ନାରାୟଣ ପଟ୍ଟନାଯକ, କାଦମ୍ବିନୀ ସାମନ୍ତରାୟ, ସସ୍ମିତା ପଣ୍ଡା ଆଦି ଯୋଗ ଦେଇଥିଲେ। ଏହି ଆଲୋଚନା ଚକ୍ରକୁ ହେମନ୍ତ କୁମାର ଦାଶ ସଞ୍ଜୋଜନା କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଟାଙ୍ଗୀ :ଗାୟତ୍ରୀ ପବ୍ଲିକ ସ୍କୁଲ ଉଦଘାଟିତ l