ବ୍ରହ୍ମପୁର, “ଆମ ଓଡ଼ିଶା ଖବର” ଅଶାନ୍ତ ବ୍ରହ୍ମପୁର, ବାଇକ୍ ଆରୋହୀ ଦୁର୍ବତ୍ତଙ୍କ ଦୁଇ ରାଉଣ୍ଡ ଗୁଳି ମାଡ଼ରେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପିତବାସ ପଣ୍ଡାଙ୍କ ମୃତ୍ୟୁ ଘଟିଛି। ବ୍ରହ୍ମପୁର ବ୍ରହ୍ମନଗର ଘର ବାହାରେ ବରିଷ୍ଠ ଆଇନଜୀବୀ ପିତବାସ ପଣ୍ଡାଙ୍କୁ ବାଇକ୍ ଆରୋହୀ ଦୁର୍ବୁତ୍ତଙ୍କ ଗୁଳିମାଡରେ ଆହତ ହୋଇ ବ୍ରହ୍ମପୁର ଏମ କେ ସି ଜି ମେଡ଼ିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଘଟଣାଟି ଘଟିଛି, ରାତି ପ୍ରାୟ ୧୦ଟାରେ ବିଜେପି ନେତାଙ୍କୁ ଗୁଳିମାଡ଼। ଗୁଳିମାଡର କାରଣ ଅସ୍ପଷ୍ଟ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଆମ ପୋଷାକ ଆମ ପରିଚୟ ଦିବସ ପାଳିତ l
କୋଦଳା ଏନ ଏ ସିରେ ‘ଓଡ଼ିଆ ପକ୍ଷ’ ଶୁଭାରମ୍ଭ l
ବେରୁଆଁବାଡ଼ି ଓ ଜାଗିଲିପଦର ଠାରେ ବିଶ୍ଵଶାନ୍ତି ମହାଯଜ୍ଞ l