ବାଲେଶ୍ବର, “ଆମ ଓଡ଼ିଶା ଖବର” ଜିଲ୍ଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ଘଟଣା। ଓପିଡିରେ ରୋଗୀ ଦେଖୁଥିବା ବେଳେ ଡାକ୍ତରଙ୍କ ହୃଦରୋଗ କାରଣରୁ ମୃତ୍ୟୁ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କଥାକହି ତଳେ ପଡ଼ିଯାଇଥିଲେ।
ରୋଗୀ ଦେଖୁ ଦେଖୁ ଟଳିପଡ଼ିଲେ ଡାକ୍ତର। ଡ୍ୟୁଟିରେ ଥିବା ଡାକ୍ତରଙ୍କ ଅକାଳ ମୃତ୍ୟୁ ହୋଇଗଲା। ଏଭଳି ଅଭାବନୀୟ ଦୁଃଖଦ ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରି ଡାକ୍ତରଖାନାରେ ଦେଖିବାକୁ ମିଳିଛି। ମୃତକ ହେଲେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତ୍ରିନାଥ ପାଲ। ଆଜି ସକାଳେ ଓପିଡିରେ ରୋଗୀ ଦେଖୁଥିଲେ ଡାକ୍ତର ତ୍ରିନାଥ ପାଲ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଟାଙ୍ଗୀ :ଗାୟତ୍ରୀ ପବ୍ଲିକ ସ୍କୁଲ ଉଦଘାଟିତ l