୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର।

ପାଟନା, “ଆମ ଓଡ଼ିଶା ଖବର” ଗାନ୍ଧି ମୈଦାନ ପାଟନାରେ ଶପଥ ସମାରୋହ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ ସମ୍ରାଟ ଚୌଧୁରୀ, ବିହାରର ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କୁ। ଉପ ମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କ ଶପଥପାଠ କରାଇଲେ ସମ୍ରାଟ ଚୌଧୁରୀ। ଉପମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ, ବିଜୟଙ୍କୁ ଶପଥପାଠ କରାଇଲେ। ପାଟନା ଗାନ୍ଧି ମୈଦାନରେ ଶପଥ ସମାରୋହ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହୋଇଥିଲେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ, ଭାରତ ଜନତା ପାର୍ଟି ଶାସିତ ରାଜ୍ୟର ମୁଖ୍ଯମନ୍ତ୍ରୀ ସାମିଲ ମଧ୍ଯ ସାମିଲ ହୋଇଥିଲେ। ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!