ପୁରୀ, “ଆମ ଓଡ଼ିଶା ଖବର” ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ର। ଶୁଭଙ୍କର ମିଶ୍ରଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନାରେ ଅଛନ୍ତି ପୁରୀ ଜିଲ୍ଲପାଳ। ଶ୍ରୀମନ୍ଦିର ଉପରେ ଅଭିଶାପ ପଡ଼ିଛି ବୋଲି କହିଥିଲେ ଶୁଭଙ୍କର। ପ୍ରେମୀଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିର ଯିବା କଥା ନୁହେଁ କହିଥିଲେ। ଶ୍ରୀମନ୍ଦିର ଉପରେ ଭୁଲ୍ ମନ୍ତବ୍ୟ ରଖିଥିଲେ ଶୁଭଙ୍କର ମିଶ୍ର।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l