ଫକିରାବାଦ ଉର୍ଦ୍ଦୁ ବିଦ୍ୟାଳୟେର ନେତାଜୀ ଜୟନ୍ତୀେ l

କେନ୍ଦ୍ରାପଡ଼ା,(ଆମ ଓଡିଶା ଖବର )୨୩ା୧:କେନ୍ଦ୍ରାପଡ଼ା ସହର ଫକିରାରବାଦ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟେର ନେତାଜୀ ଓ ସେୁରନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଥେôର ଭ୍ରମରବର ରାଉତ ଅଧ୍ୟକ୍ଷତା କରି କହେିଲ ନେତାଙ୍କ ଭଳି ବୀର ପୁରୁଷ ଆମ ସମାଜେର େଏବ ବିରଳ । କାରଣ େସେତେବେଳ ଆଇସିଏସ୍ ଚାକିରି ଛାଡି ସେ ସ୍ୱାଧୀନତା ସଂଗ୍ରାମେର ଝାସ ଦେଇଥେôଲ । ଯାହା ତାଙ୍କୁ ଆଜି ଅମର କରିଛି । ତେଣୁ ବତ୍ତର୍ମାନର ଛାତ୍ରଛାତ୍ରୀମୋନ ନେତାଜୀଙ୍କ ପଦାଙ୍କ ଅନୁସରଣ କରିବା ଉଚିତ । ସେହିପରି ବୀର ସେୁରନ୍ଦ୍ର ସାଏଙ୍କ ଓଡ଼ିଶା ପ୍ରତି ଥିବା ଅବଦାନ ସଂପକର୍ରେ ମତବ୍ୟକ୍ତ କରିଥେôଲ । ଏଥେôର ପ୍ରଧାନ ଶିକ୍ଷକ ସେକ ମନସୁର ଅଲ୍ଲୀ, ଶିକ୍ଷକ ଗାଙ୍ଗେୟ ବିଶ୍ୱାଳ, ମୀର ରଫିକ ପ୍ରମୁଖ ଅତିଥି ଭୋବ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ନେତାଜୀ ଓ ବୀର ସେୁରନ୍ଦ୍ର ସାଏଙ୍କ ଦେଶ ପ୍ରତି ଥିବା ଅବଦାନ ସଂପକର୍ରେ ମତବ୍ୟକ୍ତ କରିଥେôଲ ।

କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l

error: Content is protected !!