ଜଟଣୀ: “ଆମ ଓଡ଼ିଶା ଖବର” ୧୧ ଫେବୃଆରୀ, ପୁର୍ବାହ୍ନରେ ମୋ ଜଟଣୀ ପୋଷ୍ଟ ଅଫିସ ଛକ ବଜାର ପାର୍କରେ, ନୂତନ ଭାବେ ଏକ ମଡେଲ ଶୌଚାଳୟର ଶୁଭ ଉଦ୍ଘାଟନ କରାଗଲା। ଏହି ଶୁଭ ଉଦ୍ଘାଟନରେ ଯୋଗ ଦେଇଥିଲେ, ଜଟଣୀ ପୌରପରିଷଦର ପୌରାଧକ୍ଷ ଶ୍ରୀ ଅନନ୍ତ ବେହେରା, ଉପାଧ୍ୟକ୍ଷା ଶ୍ରୀମତୀ ଆରତୀ ରାଉତ, ପୂର୍ବତନ ସ୍ଥାନୀୟ କାଉନସିଲର ଲକ୍ଷ୍ମୀ ନାରାୟଣ ସ୍ୱାଇଁ, କାଉନ ସିଲର ନୀଳିମା ସ୍ୱାଇଁ, ସଭାପତି ପୋଷ୍ଟ ଅଫିସ ଛକ ବଜାର କମିଟି ଶ୍ରୀ ହେମନ୍ତ କୁମାର ସୁନ୍ଦରାୟ, ଉପଦେଷ୍ଟା ନିମାଇ ଚରଣ ଦାସ, କୋଷାଧକ୍ଷ ଅକ୍ଷୟ ବଳିୟାରସିଂହ, ବିଭୁ ପ୍ରସାଦ ମହାନ୍ତି, ରବୀନ୍ଦ୍ର କୁମାର ନାୟକ, ସତ୍ୟବ୍ରତ ନାୟକ, ଆଶୁତୋଷ ପ୍ରତାପ ସିଂହ, କେ. ନାଗେଶ୍ୱର. ରାଓ, ଧିରେନ ପ୍ରତିହାରୀ ପ୍ରମ୍ମୁଖ ଉପସ୍ଥିତ ରହି ଉଦ୍ଘାଟନ କାର୍ଯ୍ଯକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?
ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ସଂଘ ଆନୁକୁଲ୍ୟରେ, ମଧୁବାବୁଙ୍କ ୯୨ତମ ଶୃତି ଦିବସ ପାଳିଲେ।