ଗଞ୍ଜାମ:(ଆମ ଓଡିଶା ଖବର ) ଆସିକା ତହସିଲ ରେ ନୂତନଭାବେ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ଅମରେଶ ସାବତ ଯୋଗ ଦେଇଥିଲେ।ଓଡିଶା ଅମଲାତନ୍ତ୍ର ସଙ୍ଘ ପକ୍ଷରୁ ଶ୍ରୀ ଯୁକ୍ତ ସାବତଙ୍କୁ ଉତରିଅ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ସମ୍ବର୍ଦ୍ଧିତ ବେଳେ ମୂଖ୍ୟ କିରାଣୀ ଶ୍ରୀଯୁକ୍ତ କିରଣ କୁମାର ପାଢ଼ୀ ଅତିରିକ୍ତ ତହସିଲଦାର ମହୋଦୟଙ୍କୁ ସାଦରେ ପାଛୋଟି ନେଇଥିଲେ। ପୁଥନ କୁମାର ଗୈ।ଡ଼, ମୃତ୍ୟୁଞ୍ଜୟ ତ୍ରୀପାଠୀ, ଜଗନ୍ନାଥ ସାହୁ, ସୁନୀତା ପାତ୍ର,ଇନ୍ଦୁ ସୁବୁଦ୍ଧି ପ୍ରମୁଖ କର୍ମଚାରୀ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା କରିଥିଲେ।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?