କଟକ (ଆମ ଓଡିଶା ଖବର )ଷ୍ଟେଟ ଟ୍ରାନ୍ସପୋର୍ଟ କମିଶନରଙ୍କ ଘରୁ ପୁଳା ପୁଳା ଟଙ୍କା ବାରିଲା। ଏବେ ଭିଜିଲାନ୍ସ ପଂଝାରେ ଡ଼େପୁଟି ଟ୍ରାନ୍ସପୋର୍ଟ କମିଶନର। ଦର୍ଶକ ବନ୍ଧୁ ଟଙ୍କା ରୋଜଗାର କରିବାର ଗୋଟେ ସିମା ଥାଏ। ଓଡ଼ିଶାରେ ଅନେକ ଅଫିସର, ଇଂଜିନିୟର, ଡାକ୍ତର ଠକେଇ ଚୋରା ଟଙ୍କା ଆୟ କରୁଥିବା ଏହିଭଳି ହାକିମ ଦେଖାଉଥିବା ପ୍ରଶାସନିକ ଅଧିକାରୀ ମାନେ ଅନେକ ଭିଜିଲାନ୍ସ ଦ୍ବାରା ଧରା ହୋଇ ଛନ୍ତି। ତଥାପି ସୁଧୁରୁ ନାହାନ୍ତି, ଏହିଭଳି ଠକେଇ ଅଧିକାରୀ ମାନେ। ଆସନ୍ତୁ ଜାଣିବା ଲାଞ୍ଚ ନେଇ ଠୁଳ କରିବାକଥା। କଟକର ଷ୍ଟେଟ ଟ୍ରାନ୍ସପୋର୍ଟ ଡେପୁଟି କମିଶନର ପ୍ରଦିପ ମହାନ୍ତି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି। ବାବୁ ପ୍ରଦିପଙ୍କ ଘର ମୈତ୍ରୀ ବିହାର ସ୍ଥିତ ଭିଜିଲାନ୍ସ ଚଢାଉ କରିଥିଲା। ରେଡ୍ ସମୟରେ ସମୟରେ ସେହିଘରୁ ମିଳିଥିଲା ୧୫ ଲକ୍ଷ ଟଙ୍କା ଏବଂ ସଂଖ୍ୟାଗରିଷ୍ଠ ସୁନା। ତାକୁ ଦେଖି ଭିଜିଲାନ୍ସ ଅଧିକାରୀ ମାନେ ଆବାକ ହୋଇ ଯାଇଥିଲେ। ଯାହା ବିଶେଷ ସୁତ୍ରରୁ ଖବର ମିଳୁଛି ,ଭିଜିଲାନ୍ସ ଦ୍ବାରା ଆହୁରୀ ଅନେକ ଯାଗା ଛଢାଉ ହବ। ଭିଜିଲାନ୍ସ ଚଢାଉ ବଳବତ୍ତର ରହିଛି।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
More Stories
IPS caught taking bribe, Rs 5 crore cash, expensive car and gold bars.
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
କୁକୁଡ଼ାଖଣ୍ଡି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମହା ଦୁର୍ନୀତିରେଜିଷ୍ଟ୍ରି କାମ ପାଇଁ ସାଧାରଣ ଲୋକ ହେଉଛନ୍ତି ନିର୍ଦୟ ଶୋଷଣର ସିକାର ।