କୋରାପୁଟ (ଆମ ଓଡିଶା ଖବର)ତାରିଖ ୧୭/୦୫/୨୦୨୫
ଅନେକ ଦିନ ଅପେକ୍ଷାର ଆଜି ଅନ୍ତ ହୋଇଛି କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦlମନଯୋଡି ମାଥାଳପୁଟ ଠାରେ ବସ୍ ଷ୍ଟାଣ୍ଡ ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହୋଇପାରୁ ନ ଥିଲା କିନ୍ତୁ ଗତ କାଲି ଦାମନଯୋଡି ନାଲକୋ ସି ଏମ ଡି ବସ୍ ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରି ଏତେ ଦିନର ଦାବି କୁ ପୁରଣ କରିଥିବା ଦେଖିବାକୁ ମିଳିଛି l
କୋରାପୁର ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।