ଗିରଫ ହେଲା ହାର୍ଡକୋର ମାଓବାଦୀ ହିଡ୍ମା। ମାଓବାଦୀ ହିଡ୍ମା କୁଞ୍ଜମ୍ ଓରଫ ମୋହନ ଗିରଫ। ମୋହନଙ୍କୁ ଗିରଫ କଲା କୋରାପୁଟ ପୋଲିସ ବୈପାରୀଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ ଗିରଫ ହେଲା ହିଡ୍ମା କୁଞ୍ଜମ୍। ହିଡ୍ମା ନିକଟରୁ AK-47 ରାଇଫଲ ଜବତ। ତାହା ସହିତ ୩୫ ରାଉଣ୍ଡ ଗୁଳି, ଡେଟୋନେଟର ଜବତ। ହିଡମାକୁ ଜୀବନ୍ତ ଅବସ୍ଥାରେ ଧରିଲେ ସୁରକ୍ଷାକର୍ମୀ। ବିଜାପୁର ମାଓ ଆକ୍ରମଣର ମାଷ୍ଟରମାଇଣ୍ଡ ହିଡମା ୨୦୧୩ ଦରଭା ଭାଲି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡିଶା ଖବର।
ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା। ପେଟଗୁଡା ଜଙ୍ଗଲରୁ ଧରାହେଲା, ମାଓବାଦୀ ହିଡ୍ମା କୁଞ୍ଜମ୍।

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l