ଖୋର୍ଦ୍ଧା (ଆମ ଓଡିଶା ଖବର )ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା କେମିଷ୍ଟି ଆଣ୍ଡ ଡ୍ରଗିଷ୍ଟି ମାନଙ୍କୁ ନେଇ ଗଠିତ ହୋଇଥିବା ମା’ ଉଗ୍ରତାରା କେମିଷ୍ଟି ଆଣ୍ଡ ଡ୍ରଗିଷ୍ଟି ଆସୋସିଏସନ , ଟାଙ୍ଗୀ ର କର୍ମକର୍ତ୍ତା ଚୟନ ହୋଇଯାଇଛି । ଏଥିରେ ସଭାପତି ଭାବେ ପଦ୍ମ ଚରଣ ପୃଷ୍ଟି , ଉପ-ସଭାପତି ସୈ।ମ୍ୟ ରଞ୍ଜନ ପ୍ରଧାନ , ସମ୍ପାଦକ ସନ୍ତୋଷ କୁମାର ପାତ୍ର , କୋଷାଧ୍ୟକ୍ଷ ମଧୁସୂଦନ ମହାପାତ୍ର , ଯୁଗ୍ମ ସମ୍ପାଦକ ତ୍ରୀପତୀ ପ୍ରସାଦ ମହାପାତ୍ର , ଯୋଗାଯୋଗ ଓ ସଂଯୋଜନା ପାଇଁ ସୁନୀଲ କୁମାର ମହାନ୍ତି ଓ ବିକାଶ କୁମାର ସାହୁ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ଚୟନ ହୋଇଥିବା କର୍ମକର୍ତ୍ତା ମାନଙ୍କୁ ଆସୋସିଏସନ ର ସମସ୍ତ ସଦସ୍ୟ ପୁଷ୍ପ ଗୁଛ୍ଛ ଓ ଉପ ଢୈ।କନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ମା’ ଉଗ୍ରତାରା କେମିଷ୍ଟି ଆଣ୍ଡ ଡ୍ରଗିଷ୍ଟି ଆସୋସିଏସନ , ଟାଙ୍ଗୀ ସର୍ବଦା ଆସୋସିଏସନ ର ସଦସ୍ୟ ମାନଙ୍କ ସହିତ ରହିବ ଏବଂ ଆସୋସିଏସନ ର ସମସ୍ୟା ପାଇଁ ଲଢ଼େଇ ଜାରି ରଖିବ ବୋଲି ନୂତନ ଭାବେ ଚୟନ ହୋଇଥିବା କର୍ମକର୍ତ୍ତା ଦମ୍ଭୋକ୍ତି ପ୍ରକାଶ କରିଥିଲେ ।
ଟାଙ୍ଗୀ କେମିଷ୍ଟି ଆଣ୍ଡ ଡ୍ରଗିଷ୍ଟି ଆସୋସିଏସନ ର କର୍ମକର୍ତ୍ତା ଚୟନ l

More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l