ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସ୍ବରସ୍ବତୀ ଶିଶୁ ମନ୍ଦିର ସଂକୁଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି ।

ଗଂଜାମ (ଆମ ଓଡିଶା ଖବର)ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶିକିରି ଗ୍ରାମ ପଞ୍ଚାୟତ , ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ବତୀ ଶିଶୁ ମନ୍ଦିର ଚଳିତ ମାସର ୯ ତାରିଖ ସୋମବାର ଦିନ ପୁର୍ବାହ୍ନ ୧୦ଘଣ୍ଟ ସମୟରେ ବିଦ୍ୟାଳୟ ପ୍ରତିଷ୍ଠା ତଥା ପରିଚାଳକ ରମାକାନ୍ତ ପାଢ଼ୀ ଦୀପ ପ୍ରଜ୍ଯୁଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମୁଖ୍ୟ ଅତିଥି ରୂପେ ଶିକିରି ସରପଞ୍ଚ ସୁରେଶ ବରଡ , ସମ୍ମାନ ଅତିଥି ଅଵସର ପ୍ରାପ୍ତତ ଶିକ୍ଷକ ମଧୁସୂଦନ ମିଶ୍ର ଅବସର ପ୍ରାପ୍ତତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡିତ, ରଞ୍ଜନ କୁମାର ସାହୁ, ହିଞ୍ଜିଳିକାଟୁ ବ୍ଲକ୍ ଶିକିରି କ୍ଳଷ୍ଟରର ସିଆରସିସି ଗୋପାଳ କୃଷ୍ଣ ପ୍ରଧାନ, ଏହି ମାନଙ୍କର ଦ୍ବାରା ପ୍ରଶିକ୍ଷଣ ଦେଇଥିଲେ। ଏଗାର ଗୋଟି ଶିଶୁ ମନ୍ଦିର ଭାଗ ନେଇ ଥିଲେ । ତଥା ଜାମୁନି ,ନନ୍ଦିକ ରାଳବ , ଗାଙ୍ଗଦହଣୀ , ସାରୁ , ସମରଝୋଳ, ରାଉଳପଲ୍ଲୀ ହିଞ୍ଜିଳିକାଟୁ ,ଦୁରୁବନ୍ଧ , କଂଚୁରୁ ଆଦି ଶାଖା ବିଦ୍ଯାଳୟର ପ୍ରଧାନଆଚାର୍ଯ୍ଯ /ଆଚାର୍ଯ୍ଯା ମାନେ ତାଲିମ ଶିବିରରେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ । ହିଞ୍ଜିଳି ବ୍ଳକ ଶିକିରି କ୍ଳଷ୍ଟରର ସିଆରସିସି ଗୋପାଳ କୃଷ୍ଣ ପ୍ରଧାନ ଯୋଗଦେଇ ଶିକ୍ଷାଦାନ ପ୍ରୋଜେକ୍ଟର କୁ ଉନ୍ମୋଚିନ କରିଥିଲେ। ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରଧାନଆଚାର୍ଯ୍ଯ ସୀମାଞ୍ଚଳ ପାଣିଗ୍ରାହୀ , କୈଳାସ ଚନ୍ଦ୍ର ସ୍ବାଇଁ ହିଞ୍ଜିଳିକାଟୁ ପ୍ରଧାନ ଆଚାର୍ଯ୍ୟ,ଓ ଶତ୍ରୁଘ୍ନ ନାୟକ , ପ୍ରଧାନଆଚାର୍ଯ୍ଯା ପି ମହାଲକ୍ଷ୍ମୀ ଓ ସୁଶ୍ରୀ ଲିଲି ସାହୁ ପରିଚାଳନା କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ଆଜି ଅନ୍ତିମ ଦିବସ ରେ ୧୩ ତାରିଖ ।ବିଦ୍ୟାଳୟ ସଭାପତି ଅନନ୍ତ ରାମ ପାଢ଼ୀ ଓ ସମସ୍ତ ଅତିଥି ମାନଙ୍କ ଠାରୁ ତାଲିମ ନେଇଥିବା, ଆଚାର୍ଯ୍ୟ ଓ ଆଚାର୍ଯ୍ୟିସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ପ୍ରସାଦ ସେବନ ବ୍ୟବସ୍ଥା ହେଉଥିଲା।ମାମୁନି ପ୍ରଧାନ ଆଚାର୍ଯ୍ୟ ସିମାଞ୍ଚଳ ପାଣିଗ୍ରାହୀ, ଶତୃଘ୍ନନ ନାହକ, କୈଳାସ ଚନ୍ଦ୍ର ସ୍ବାଇଁ,ପି, ମହାଲକ୍ଷ୍ମୀ, ସୁଶ୍ରୀ ଲିଲି ସାହୁ,ପରିଚାଳକ କରିଥିଲେ। ଶେଷ ଧନ୍ୟବାଦ ଅର୍ପଣ କରିଥିଲେ ସିମାଞ୍ଚଳ ପାଣିଗ୍ରାହୀ।
ହିଞ୍ଜିଳିକାଟୁ ରୁ ଜିଲ୍ଲା ପ୍ରତିନିଧି ରଞନ କୁମାର ରାଉତ ଙ୍କ ରିପୋର୍ଟ।

error: Content is protected !!