ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର )ଭୋର ୫ଟାରୁ ୪ଟି ସ୍ଥାନରେ ନବଦସ ଘର ଚାଲିଛି ରେଡ୍। ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ବର ଓ ଦିଲ୍ଲୀରେ ରେଡ୍। ୧୯ରୁ ଅଧିକ ସ୍ଥାନରେ ଚାଲିଛି ଚଢ଼ାଉ। ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ପ୍ରକ୍ରିୟା। ନବ ଦାସଙ୍କ ବ୍ୟବସାୟିକ ସହଯୋଗୀଙ୍କ ଘରେ ମଧ୍ଯ ରେଡ୍ ଚାଲିଛି। ସୁନ୍ଦରଗଡ଼ର ବ୍ୟବସାୟୀ ସଞ୍ଜୟ ନନ୍ଦଙ୍କ ଘରେ ରେଡ୍। ଉଭୟ ସମ୍ବଲପୁର ଓ ଭୁବନେଶ୍ୱରରେ ଆଇଟି ରେଡ୍। ସଞ୍ଜୟ ନନ୍ଦଙ୍କ ପରିବହନ ଅଫିସରେ ଚଢ଼ାଉ। କୋଇଲା ପରିବହନରେ ଆଇ ଟି ଠକେଇକୁ ନେଇ ରେଡ୍। କୋଇଲା ପରିବହନର ଦସ୍ତାବିଜ ଯାଞ୍ଚ କରୁଛି ଟିମ୍। ୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢାଉ ଚାଲିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l