ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର)ଅନେକ ଆପତ୍ତିଜନକ ସମାଗ୍ରୀ ସହିତ ଘଟଣାସ୍ଥଳରୁ ପୋଡା ସିଗାରେଟ୍ ଜବତ ହୋଇଛି। ଡିଏନଏ ପରୀକ୍ଷା ପାଇଁ ପ୍ରଥମେ ୬ ଅଭିଯୁକ୍ତଙ୍କର ନମୁନା ସଂଗ୍ରହ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ପରେ ୪ ନାବାଳକଙ୍କୁ ଆଣିବା ପ୍ରକ୍ରିୟା କରାଯିବ। ପୀଡିତା ଓ ସମସ୍ତ ଅଭିଯୁକ୍ତଙ୍କର ଅଡିଓ ଭିଡିଓ ବୟାନ ରେକର୍ଡ ହୋଇଛି। ବରିଷ୍ଠ ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l