ପୋଲସରା ବିଜ୍ଞାନ ମହାିଦ୍ୟାଳୟ ଠାରେ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ-୨୦୨୫ l

ଗଞ୍ଜାମ (ଆମ ଓଡ଼ିଶା ଖବର ) ଜାତୀୟ ସେବା ଯୋଜନା ( ପୁରୁଷ, ମହିଳା ଓ ଯୁଗ୍ମ ବିଭାଗ), ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ   ଯୁବ ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ରର ମିଳିତ ଆନୁକୁଲ୍ୟରେ ତା ୨୧.୦୬.୨୫ ରିଖ ଦିନ ପାଳିତ ହୋଇଯାଇଅଛି। ଏହି ଦିବସକୁ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ରବୀନ୍ଦ୍ର ନାଥ ପାଳ ଉଦଘାଟନ କରିଥିଲେ। ସାଧନାକର୍ମୀ ଭାବରେ  ବର୍ତୀନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଣୀବିଭାଗ ର ଅଧ୍ୟାପକ ଶ୍ରୀ ମନୋଜ କୁମାର ସାହୁ ଯୋଗ ଦେଇ ଯୋଗଶିକ୍ଷା ପ୍ରଦାନ କରିଥିଲେ।

ଜାତିୟ ସେବା ଯୋଜନା ପୁରୁଷ ବିଭାଗର ପ୍ରୋଗ୍ରାମ ଅଫିସର୍ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ମହିଳା ବିଭାଗର ପ୍ରୋଗ୍ରାମ ଅଫିସର୍ ଶ୍ରୀ ବସନ୍ତ କୁମାର ପାଣି, ଯୁଗ୍ମ ବିଭାଗର ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଲେପନାଣ୍ଟ ଅଫିସର୍ ବିନତା କୁମାରୀ ଦାସ, ଯୁବ ରେଡକ୍ରସ୍ କାଉନସିଲର ଶ୍ରୀ ବିଶ୍ଵନାଥ ଚୌଧୁରୀ ପ୍ରଭୁତି ସଂଯୋଜନା କରିଥିଲେ। ରିଡର୍ ଶ୍ରୀ ରୁଦ୍ର ପ୍ରସାଦ ଗୌଡ଼, ଦର୍ଶନଶାସ୍ତ୍ର ବିଭାଗ, ଅଧ୍ୟାପକ  ଡକ୍ଟର ବିରଞ୍ଚି ନାରାୟଣ ରଥ, ଶ୍ରୀ ଉଷା ରଞ୍ଜନ ଦାସ, ଶ୍ରୀ କିଶୋର ଚନ୍ଦ୍ର ଜେନା, ଶ୍ରୀ ଲିପିନଥ ସିଂହ,ଶ୍ରୀ  ଅମିତ୍ କୁମାର ସାହୁ, ଶ୍ରୀ ବିକାଶ କୁମାର ସାହୁ, ଶ୍ରୀ ଦେବାଶିଷ ସ୍ୱାଇଁ, ଶ୍ରୀ ଟୁଟୁ ଡାକୁଆ, ଶ୍ରୀ ଶ୍ରୀକାନ୍ତ ପ୍ରଧାନ, ଶ୍ରୀ ବିଭୂତିଭୂଷଣ ସାହୁ, ଶ୍ରୀ ଶାନ୍ତନୁ ପ୍ରଧାନ, ଖେଳଶିକ୍ଷକ ଦୀପକ କୁମାର ସ୍ବାଇଁ, ଯୁବ ରେଡକ୍ରସ୍ ର ମହିଳା କାଉନସିଲର ସୁଜାତା ରାଣୀ ବେହେରା,ନାଇଟ୍ ୱାଚମ୍ୟାନ ଶ୍ରୀ ସୁବଳ ଶବର ପ୍ରଭୁତି ଙ୍କ ସହ

ଅଧ୍ୟାପକ ଶ୍ରୀ ଆକାଶ କୁମାର ସାହୁ ସହଯୋଗ କରିଥିଲେ।

error: Content is protected !!