ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର)
ବିଏମସି ଅଫିସ ଆକ୍ରମଣ ଘଟଣାରେ ରାସ୍ତାରେ ଅଫିସ କର୍ମଚାରୀ, ବିଜେଡି ନେତୃତ୍ୱ ରାସ୍ତା ବନ୍ଦ କରିବା ପରେ ଜନପଥରେ ଚଳାଚଳ ଠପ୍ ହୋଇଥଲା। ଅଧ ବାଟରେ ଫସିଛନ୍ତି ସାଧାରଣ ଲୋକ। ସମ୍ପୁର୍ଣ୍ଣ ଠପ୍ ହୋଇଥିଲା ଚଳାଚଳରେ, ଉଭୟପଟ ରାସ୍ତା। ଗିରଫ ହେଲେ ତିନି ଅଭିଯୁକ୍ତ। ଅଭିଯୁକ୍ତ ମାନେ ହେଲେ ବିଜେପି କର୍ପୋରେଟର ଜୀବନ ରାଉତ ଓ ନେତା ରଶ୍ମି ମହାପାତ୍ର, ଦେବାଶିଷ ପ୍ରଧାନ। ବିଜେଡି ନେତୃମଣ୍ଡଳୀ, ଯୁବ ଛାତ୍ରଙ୍କୁ ଗିରଫ କରିଛି ଖାରବେଳ ନଗର ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା, ବିଜେପିର ଦାଦଗିରି କୁ ନିନ୍ଦା କରିଛନ୍ତି ସାଧାରଣ ଲୋକେ ଖାରବେଳନଗର ଥାନାରେ ଏତଲା। ଏତଲା କଲେ ଆକ୍ରମଣ ଶିକାର ହୋଇଥିବା, ଅତିରିକ୍ତ କମିଶନର ରତ୍ନାକର ସାହୁ। ୬ରୁ ୭ ଜଣ ଯୁବକ ଘୋଷାଡ଼ି ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ। ଜଗନ୍ନାଥ ପ୍ରଧାନଙ୍କୁ କ୍ଷମା ମାଗିବା ପାଇଁ ବାଧ୍ୟ କରୁଥିଲେ। ଗାଡ଼ିରେ ଅପହରଣ କରି ନେବା ପାଇଁ ଚେଷ୍ଟା କରିଥିଲେ ମୋବାଇଲ୍ ଛଡ଼ାଇ ନେଇ ଅପବ୍ୟବହାର ଉଦ୍ୟମ କରିଛନ୍ତି ଗଣ୍ଡଗୋଳ କାରିମାନେ। ଅତିରିକ୍ତ କମିଶନରଙ୍କ ଉପରେ ଗୁଣ୍ଡାରାଜ ପାଇଁ, ମେହେର କହିଲେ ଏହି ଗୁଣ୍ଡାରାଜ ତଦନ୍ତ ଭୁକ୍ତ ହେବା ଦରକାର। ସାସଂଦ କହିଲେ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା, ଯେଉଁ ଦଳର ହୁଅନ୍ତୁ ବନ୍ଧା ହେବା ଦରକାର।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
More Stories
ଜେଲବନ୍ଦୀଙ୍କୁ ସମ୍ମାନୀତ କଲେ ରାଜ୍ୟ ସରକାର: ବୋଲଗଡ଼ ଅଞ୍ଚଳରେ ସମ୍ବର୍ଦ୍ଧିତ ହେଲେ ହରିହର
ପୁରୀ ଯାତ୍ରା କରୁଥିବା ରେଳଯାତ୍ରୀଙ୍କୁ ଓ ଆର ଏସ ଓ ପଣା ବାଣ୍ଟିଲେ ମହିଳା ସଙ୍ଗଠନ।
ଜେଲବନ୍ଦୀଙ୍କୁ ସମ୍ମାନୀତ କଲେ ରାଜ୍ୟ ସରକାର: ବୋଲଗଡ଼ ଅଞ୍ଚଳରେ ସମ୍ବର୍ଦ୍ଧିତ ହେଲେ ହରିହର