ଆସିକା, (ଆମ ଓଡିଶା ଖବର):ଆସନ୍ତା ଏଗାର ତାରିଖ ରେ ଭୁବନେଶ୍ଵର ରେ ହେବାକୁ ଥିବା ସମ୍ଭିଧାନ ବଞ୍ଚାଓ ସଭା ପାଈଁ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲା ପଶ୍ଚିମର ଆସିକା ଠାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଗଞ୍ଜାମ ଜିଲ୍ଲା ପଶ୍ଚିମ ର ସଞ୍ଜୋଜକ ଦେବକାନ୍ତ ଶର୍ମା ,ଅବଜରଭର ବିଜୟ ପ୍ରଧାନ ,ପସିସି ମେମ୍ବର ବୁଲା ଜେନା, ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରା ,ପୁରୁଷୋତମପୁର ନଗର କଂଗ୍ରେସ ସଭାପତି ମନୋରଞନ ଦାସ, ଚିରଞ୍ଜିବି ବିଶୋଇ, ପଦ୍ମ ସାହୁ,ହରି, ବିଧାୟକ ପ୍ରାର୍ଥୀ ଏବଂ ବ୍ଲକ, ଏନଏସି ର ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ |
ରିପୋର୍ଟ :ଦେବାଶିଷ ମହାରଣା
More Stories
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ l
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ