ଆସିକା, (ଆମ ଓଡିଶା ଖବର):ଆସନ୍ତା ଏଗାର ତାରିଖ ରେ ଭୁବନେଶ୍ଵର ରେ ହେବାକୁ ଥିବା ସମ୍ଭିଧାନ ବଞ୍ଚାଓ ସଭା ପାଈଁ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲା ପଶ୍ଚିମର ଆସିକା ଠାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଗଞ୍ଜାମ ଜିଲ୍ଲା ପଶ୍ଚିମ ର ସଞ୍ଜୋଜକ ଦେବକାନ୍ତ ଶର୍ମା ,ଅବଜରଭର ବିଜୟ ପ୍ରଧାନ ,ପସିସି ମେମ୍ବର ବୁଲା ଜେନା, ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରା ,ପୁରୁଷୋତମପୁର ନଗର କଂଗ୍ରେସ ସଭାପତି ମନୋରଞନ ଦାସ, ଚିରଞ୍ଜିବି ବିଶୋଇ, ପଦ୍ମ ସାହୁ,ହରି, ବିଧାୟକ ପ୍ରାର୍ଥୀ ଏବଂ ବ୍ଲକ, ଏନଏସି ର ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ |
ରିପୋର୍ଟ :ଦେବାଶିଷ ମହାରଣା


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l