ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତର•✓ ଶ୍ରୀଯୁକ୍ତ ସତ୍ୟନାରାୟଣ ମହାପାତ୍ର ବିୟୋଗରେ ଶୋକର ଛାୟା ଖେଳିଯାଇଛି, ସେ ଜଣେ ଭଲ ଚିକିତ୍ସକ ଥିଲେ, ବାଣପୁର, ଗମ୍ଭାରୀ ମୁଣ୍ଡା,ବାଲୁଗାଁ, ଦଶପଲ୍ଲା,ଗଣିଆ ମେଡିକାଲ ରେ ଉତ୍ତମ ଚିକିତ୍ସକ ଭାବେ ଜଣାଶୁଣା ଥିଲେ, ଅବସର ପରେ ସମାଜସେବୀ ଭାବେ ଅନେକ ସମାଜ ସେବା କରିଛନ୍ତି, ଆଜି ତାଙ୍କର ବିୟୋଗ ରେ ବାଣପୁର କୁମାରାଙ୍ଗ ଶାସନ ରେ ଶୋକାକୁଳ ପରିବେଶ ଘଟିଛି, ବାଣପୁର, କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତର ଜନସାଧାରଣ ମାନେ ଏବଂ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଆସି ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ,ଏହି ଦୁଃଖଦ ସମୟରେ ତାଙ୍କ ପରିବାର ବର୍ଗଙ୍କୁ ସାହସ, ସାନ୍ତନା, ଧର୍ଯ୍ୟ ଦେଇଥିଲେ।
ଶ୍ରୀଯୁକ୍ତ ସତ୍ୟନାରାୟଣ ମହାପାତ୍ର ଙ୍କ ବିୟୋଗରେ ବାଣପୁରରେ ଶୋକର ଛାୟା l

More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l