ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଜଟଣୀ ପଞ୍ଚାୟତ ସମିତିର ଦକ୍ଷ ଅଧିକାରୀଣୀଙ୍କୁ ୧୭ ଜୁଲାଇରେ ମହାଆଡମ୍ବର ସହିତ ଅନ୍ୟତ୍ର, ବିଦାୟ କାଳିନ ସମ୍ବର୍ଦ୍ଧିତ କରିଥିଲେ ପଞ୍ଚାୟତର କର୍ମିବୃନ୍ଦ। ରଶ୍ମୀତା ନାଥ ଜଣେ ଏକ ଧାରାରେ ଦକ୍ଷତାସମ୍ପନ୍ନ ଅଫିସର ସହିତ ଜଣେ ମହୀୟସୀ ମହିଳା ମଧ୍ଯ। ବାଲିଅନ୍ତା ପଞ୍ଚାୟତ ସମିତିକୁ ବିଦାୟ ସମ୍ବର୍ଦ୍ଦନା କରିବା ପାଇଁ ଜଟଣୀ ପଞ୍ଚାୟତ ସମିତିର, ସରପଞ୍ଚ, ନୋମିନି, ଜିଲା ପରିଷଦ, ପଞ୍ଚାୟତ ସମିତିର ଅଧ୍ୟକ୍ଷା ଓ କର୍ମି ମାନେ ଏକତ୍ରିତ ହୋଇ ମହାଆଡମ୍ବର ସହିତ ସମ୍ବର୍ଦ୍ଧିତ କରିଥିଲେ। ନୁତନ ଅଧିକାରୀ ପଞ୍ଚାୟତ ସମିତିର ଏବଂ ପୌରାଞ୍ଚଳର ଅତିରିକ୍ତ ଦାୟିତ୍ବ, ଉଭୟ ମିଳିତ ଅଧିକାରୀ ଭାବେ ଆସନ ଅଳଙ୍କୃତ କରିଥିବା, ସନ୍ମାନିୟ ବସନ୍ତ କୁମାର ହାତୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନାରେ ଆପାଇତ କରିଥିଲେ ପଞ୍ଚାୟତ ଗୁଡିକର କର୍ମିବୃନ୍ଦ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଟାଙ୍ଗୀ :ଗାୟତ୍ରୀ ପବ୍ଲିକ ସ୍କୁଲ ଉଦଘାଟିତ l