କଟକ ଜିଲ୍ଲା (ଆମ ଓଡିଶା ଖବର) ଗତ ୮ ଜୁଲାଇର ଘଟଣା, ଘରଠାରୁ ମିଡିଆ ପର୍ଯ୍ୟନ୍ତ ସମସ୍ତେ ନିସ୍ତବ୍ଧ। ଘଟଣାଟି ଘଟିଛି କଟକ କଣ୍ଟାପଡ଼ା ଗୋବିନ୍ଦପୁର ଦେବୀ ବିହାର କଲେଜରେ ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତ ଶରିର। ବିଶେଷ ସୁତ୍ରରୁ ଖବର ମିଳିଛି ଛାତ୍ରୀ ଜଣଙ୍କ ହେଉଛନ୍ତି କେନ୍ଦୁଝର ଘଷିପୁରା ଅଞ୍ଚଳର। ମୃତ ଛାତ୍ରୀଙ୍କ ନାମ ସୁଶୋଭିତା ସାହୁ। ପଡୋଶୀ କହିଛନ୍ତି, ମୃତ ଶରିରର ପାଦ ତଳେ ଲାଗିଥିବା ଯୋଗୁ ଦେଖଣାହାରୀ ହତ୍ୟା ହୋଇଥିବା ସନ୍ଦେହ କରିଥିଲେ। ପରବର୍ତ୍ତି ଅବସ୍ଥାରେ ଘଟଣାଟିକୁ ବୋଧହୁଏ ସମ୍ପୂର୍ଣ୍ଣ ଚପାଇ ଦିଆଜାଛି। ସୁଶୋଭିତା ସାହୁର ମୃତ ଶରୀର ଘଟଣା କଣ ହେଲା କିଛି ଜଣା ପଡୁନି।
ସୁଶୋଭିତା ସାହୁ କଟକ କଣ୍ଟାପଡ଼ା ଗୋବିନ୍ଦପୁର ଦେବୀ ବିହାର କଲେଜର ପିଜି ଛାତ୍ରୀ । ସୁଶୋଭିତା କେନ୍ଦୁଝରରୁ ଆସି କଟକରେ ଏକ ଭଡା ଘରେ ରହି ପାଠ ପଢୁଥିଲେ । ତାଙ୍କ ମୃତଦେହ ଭଡ଼ାଘର ପାଇଖାନାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ଗୋବିନ୍ଦପୁର ପୋଲିସ ଓ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତଦନ୍ତ ଚାଲିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
ମୃତ ଛାତ୍ରୀ ସୁଶୋଭିତାର କିଭଳି ମୃତ ହୋଇଛି, ସ୍ଥାନିୟ ଲୋକେ ସନ୍ଦେହ ଘେରରେ।


More Stories
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ